ମା ପାଲଟିଲା ରାକ୍ଷସୀ: ଗୋଡ ବାନ୍ଧି ଚେଙ୍କ ଦେଲା ନିଜ ଜନ୍ମ କଲା ଝିଅକୁ

କଟକ: ମା ପାଲଟିଲା ରାକ୍ଷସୀ । କଞ୍ଚା ଡାହାଣୀ ପରି ଝୁଣି ଝୁଣି ନିଜ ଝିଅକୁ ଦେଉଥିଲା ନିର୍ଯ୍ୟାତନା । ଏମିତି ନିର୍ଯ୍ୟାତନା ଯାହା ଶୁଣିଲେ ଆପଣଙ୍କ ଥାତି ଥରିଉଠିବ। ଶିଶୁକନ୍ୟାଟିର ଗୋଡ ବାନ୍ଧି ଚେଙ୍କ ଦେଲା ମା । କଟକ କାଠଯୋଡି ବିହାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। କଟକ ମର୍କତନଗର ଥାନା ସହାୟତାରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସୂଚନା ଥାଉକି, ଗତ ୨୧ ତାରିଖରେ ମଧ୍ୟ ସିଡିଏ ଅଞ୍ଚଳରେ ଜଣେ ସାବତ ମାଆ ବିରୋଧରେ ଏକ ୭ ବର୍ଷର ପୁଅକୁ ମାଡ ମରାଯାଇଥିବା ଅଭିଯୋଗ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.