ହଷ୍ଟେଲ ଛାଡି ୮ କିମି ଚାଲି ପଳାଇଲେ ୫ ଛାତ୍ର, ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ
ନବରଙ୍ଗପୁର : ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ । ହଷ୍ଟେଲ ଛାଡି ୮ କିଲୋମିଟର ଚାଲି ଚାଲି ପଳାଇଲେ ୫ ଛାତ୍ର । ନବରଙ୍ଗପୁର ବ୍ଲକ ତାରାଗାଁ ନୋଡାଲ ସରକାରି ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଏଭଳି ଅଭିଯୋଗ ହୋଇଛି । ହଷ୍ଟେଲରେ ପିଅନଙ୍କ ଗାଳିଗୁଲଜ ଓ ଦୁର୍ବ୍ୟବହାରରେ ଅତିଷ୍ଠ…