Browsing Tag

total odisha positive cases

ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି କୋରନା ଗ୍ରାଫ୍‌। ଓଡ଼ିଶାରେ ଲାଗାତର ଦୁଇ ଦିନ ଧରି ୧ ହଜାର ତଳେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୭୨ । ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ଆଉ ୩ ହଜାର ୬୫୦ ପଜିଟିଭ୍‌ ଚିହ୍ନଟ, ୪୪ମୃତ

ଭୁବନେଶ୍ବର: ରାଜ୍ୟରେ ଆଉ ୩ ହଜାର ୬୫୦ ପଜିଟିଭ୍‌ ଚିହ୍ନଟ । ଦିନକରେ ୪୪ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଆଜି ପଜିଟିଭିଟି ରେଟ୍‌ ରହିଛି ୫.୨୫ ପ୍ରତିଶତ । ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ ଟେଷ୍ଟିଂ ହୋଇଥିବାବେଳେ ୫.୨୫ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା,…

ରାଜ୍ଯରେ ଆଜି ୩୩୫ କରୋନା ପଜିଟିଭ୍ ଚିହ୍ନଟ, ୪ଜଣଙ୍କ ଗଲା ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୩୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୯୩ , ଏବଂ ଲୋକାଲ୍ କେସରୁ ୧୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ…