Below header
Browsing Tag

traffic rule violence

ଗାଡି ଚାଳକ ସାବଧାନ! ଏଣିକି ଚାଲାଣ କଟାଯିବନି, ସିଧା ୨ ବର୍ଷ ପାଇଁ ହେବ ଜେଲ

ଦିନକୁ ଦିନ ଟ୍ରାଫିକ ନିୟମ ଖୁବ କଡାକଡି ହେଉଛି । ବିଭିନ୍ନ କାଗଜପତ୍ର ସାଙ୍ଗକୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଚାଲାଣ କାଟୁଛନ୍ତି ଟ୍ରାଫିକ ପୋଲିସ । ଏହା ସତ୍ତେ ମଧ୍ୟ ଅନେକ ଅମାନିଆ ଲୋକ ଏହି ନିୟମକୁ ଭାଙ୍ଗୁଥିବାର ଦେଖାଯାଉଛି । ଫଳରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର…

ସାଲେପୁର ଭାତପଡା ଛକ ନିକଟରେ ଧରାପଡିଲେ ନାବାଳକ ସ୍କୁଟି ଚାଳକ, ବିଭିନ୍ନ ନିୟମ ଉଲଙ୍ଘନ କରିଥିବାରୁ ଲାଗିଲା ୨୬ ହଜାର…

ସାଲେପୁର : ଯୋରଦାର ଚାଲିଛି ଟ୍ରାଫିକ୍ ଚେକିଙ୍ଗ୍। ନିମୟକୁ କରାଯାଇଛି କଡାକଡି । ଯିଏ ମାନିବ ସିଏ ବର୍ତ୍ତିବ, ଆଉ ଯିଏ ଅମାନିଆ ସେ ଦଣ୍ଡିତ ହେବ। ତେବେ ଏନେଇ ବିଭିନ୍ନ ସ୍ଥାନରେ ଚାଲୁ ରହିଛି ଧରପକଡ । ଏହାରି ଭିତରେ ସାଲେପୁର ଭାତପଡା ଛକ ନିକଟରେ କଟକ ପରିବହନ ବିଭାଗ ଓ ସାଲେପୁର ପୋଲିସ…

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ ଦୁଇ ଯୁବକଙ୍କୁ ପଡିଗଲା ମହଙ୍ଗା, ଗିରଫ ହୋଇ କୋର୍ଟ ଚାଲାଣ

ଜଳେଶ୍ବର: ହେଲମେଟ ଏବଂ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ କରିବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା । ଶେଷରେ ଗିରଫ ହୋଇ କୋର୍ଟ ଫୋରୱାର୍ଡ ହେଲେ ଅମାନିଆ ଯୁବକ । ସୂଚନା ଅନୁଯାୟୀ ଆଜି ଜଳେଶ୍ବର ଥାନା ସାମ୍ନାରେ ହେଲମେଟ ଚେକିଂ ସମୟରେ ଦୁଇ ଜଣ ଅମାନିଆ ବାଇକ ଚାଳକ ଏବଂ ପୋଲିସ ମଧ୍ଯ ରେ…