ଧାନ ଖଳାରେ ଯୁବକଙ୍କୁ ହତ୍ୟା ପରେ ରେଲୱେ ଟ୍ରାକରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ
ବଲାଙ୍ଗିର : ଟ୍ରାକରେ ମୃତଦେହ, ଧାନ ଖଳାରେ ରକ୍ତ ଛିଟା । ରେଲୱେ ଟ୍ରାକରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଲୱେ ଟ୍ରାକ୍ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଟ୍ରେନରେ କଟି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି ।…