Browsing Tag

train rule

ବିଳମ୍ବରେ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ କଟିବ ଦରମା

ଭାରତୀୟ ରେଳବିଭାଗରେ ଚାକିରି କରୁଛନ୍ତି କି ? ଏବେ ଆପଣ ମାନଙ୍କ ପାଇଁ ଆସିଲା ଏକ ଜରୁରୀ ଖବର। ଏବେ ଅଫିସକୁ ବିଳମ୍ବରେ ଆସୁଥିବା ଏବଂ ଶୀଘ୍ର ଚାଲିଯାଉଥିବା କର୍ମଚାରୀଙ୍କ ଉପରେ କଟକଣା ଲଗାଇବା ପାଇଁ ଭାରତୀୟ ରେଳବାଇ । ଏଭଳି କର୍ମଚାରୀଙ୍କ ପାଇଁ ରେଳବାଇ କଡା ଚେତାବନୀ ଦେଇଛି। ରେଳବାଇ…

ଗୋଟିଏ ଟିକେଟରେ ଦୁଇ ଦିନ ପରେ ବି କରିପାରିବେ ଯାତ୍ରା

ଅଧିକାଂଶ ଲୋକ ଭାରତରେ ଦୀର୍ଘ ଯାତ୍ରା କରିବା ପାଇଁ ଭାରତୀୟ ରେଳର ସୁବିଧା ନିଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ରେଳବାଇ ଆପଣଙ୍କ ଯାତ୍ରାକୁ ଆହୁରି ସହଜ କରିବା ପାଇଁ ଅନୁମତି ଦେଇଥାଏ । ରେଳ ବିଭାଗ ର Break Journey Ticket Rule ଅନ୍ତର୍ଗତ ଆପଣ ଅନେକ ସୁବିଧା ପାଇପାରିବେ । ମାନେ ଟିକେଟ…

ଖୁସି ଖବର! ରେଳ ଯାତ୍ରା ହୋଇଯିବ ଆହୁରି ଶସ୍ତା, କମିଲା AC କୋଚ୍‌ ଭଡ଼ା

ରେଳ ବିଭାଗ ତରଫରୁ ଜାରି ହେଲା ନୂୂଆ ସର୍କୁଲାର। ଏହା ଅନ୍ତର୍ଗତ ଏସି କୋଚ ର ଭଡ଼ା କୁ ନେଇ ପୁଣି ଥରେ ପୁରୁଣା ବ୍ୟବସ୍ଥା ଲାଗୁ ହେବାର ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମ ଲାଗୁ ହେବା ପରେ ଏସି ଥ୍ରୀ ଇକୋନୋମୀ କୋଚର ଭଡ଼ା ଏସି ଥ୍ରୀ କୋଚରୁ ବି କମ ହୋଇଯିବ। ଜାଣନ୍ତୁ ଏହାକୁ ନେଇ ବିଭାଗର ନୂଆ…

ପ୍ରତ୍ୟେକ ଟ୍ରେନ ଯାତ୍ରୀ ଏହି କଥାକୁ ଜାଣିରଖନ୍ତୁ, ଆପଣଙ୍କ ଯାତ୍ରାକୁ ସୁବିଧା କରିଦେବ ଏହି ଖବର

ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଟ୍ରେନର ଭିନ୍ନ ପ୍ରକାର ରୁଲ ଥାଏ। ଜଣେ ପିଲା ପାଇଁ ରେଳ ବିଭାଗ ଯେଉଁ ନିୟମ କରିଛି ତାହା ସମସ୍ତଙ୍କ ପାଇଁ ଲାଗୁ ହୋଇନଥାଏ। ଆଉ ଯଦି ସମସ୍ତଙ୍କ ପାଇଁ ରୁଲ ନିର୍ଣ୍ଣୟ ହେଲେ ସେଥିରେ ସିନିଅର ସିଟିଜେନଙ୍କ ପାଇଁ ନୂଆ କିଛି ଆଡ଼୍‍ ଥାଏ। କୋଭିଡ଼ ପରେ ଟ୍ରେନରେ ସିନିଅର…

ଏବେ ଟ୍ରେନରେ ଖାଇବା ପାଇଁ ହେଲେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ IRCTC ର ନୂଆ ମେନ୍ୟୁ

ପ୍ରତିଦିନ ଟ୍ରେନରେ କୋଟି କୋଟି ଲୋକ ଯାତ୍ରା କରୁଛନ୍ତି। ନିଜର ଲମ୍ବା ଓ ଛୋଟ ଯାତ୍ରା ପାଇଁ ପ୍ରତ୍ୟେକ ଯାତ୍ରୀ ଏହି ଟ୍ରେନ ଉପରେ ନିର୍ଭର କରିଥାନ୍ତି। ଏମିତିରେ ଟ୍ରେନ ସହ ଜଡ଼ିତ କିଛି ଖବର ସମ୍ପର୍କରେ ଜାଣିବା ନିହାତି ଜରୁରୀ। ପ୍ରତ୍ୟେକ ଥର ଆମେ ଆପଣଙ୍କୁ ଟ୍ରେନ ସହ ଜଡ଼ିତ ନୂଆ ନୂଆ ଅପଡେଟ…

IRCTC ଦେଉଛି ଏସବୁ ସୁବିଧା, ଯଦି ଜାଣିନାହାଁନ୍ତି ଏବେଠୁ ଜାଣିନିଅନ୍ତୁ, ଆପଣ ବି ଉଠାଇପାରିବେ ଫାଇଦା

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର…

ଏବେ ୟୁଜର୍ସଙ୍କ ଡାଟାକୁ ମନିଟାଇଜେସନ କରି ରୋଜଗାର କରିବ ଆଇଆରସିଟିସି ବିଭାଗ, ଯାତ୍ରୀଙ୍କୁ ହେବ ନାହିଁ କୌଣସି ସମସ୍ୟା

ଭାରତୀୟ ରେଳ ବିଭାଗ ଏବେ ଲୋକଙ୍କ ଡାଟାରୁ ମୋଟା ଅଙ୍କର ରୋଜଗାର କରିବ ବୋଲି ସୂଚନା ମିଳିଛି। ଏଥିପାଇଁ ଭାରତୀୟ ରେଳର ସହାୟକ କମ୍ପାନୀ ଭାରତୀୟ ରେଳ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଆପଣଙ୍କ ପର୍ସନାଲ ଡାଟାକୁ ନେବାର ପ୍ରୟାସ ଆରମ୍ଭ କରିିଛି। କେବଳ ଏତିକି ନୁହେଁ ଲୋକଙ୍କ ପର୍ସନାଲ ଡାଟାକୁ…

ଟ୍ରେନରେ ଆପଣଙ୍କ ସିଟ୍‌ ରେ କେହି ଅବୈଧ ଭାବେ ବସିଲେ ତେବେ ତୁରନ୍ତ ଏପରି କରନ୍ତୁ ଅଭିଯୋଗ, ଫଟାଫଟ୍‌ ହୋଇଯିବ ଆପଣଙ୍କ…

ଟ୍ରେନରେ ଯଦି କେହି ଆପଣଙ୍କ ବୁକ୍‌ ହୋଇଥିବା ସିଟକୁ କବ୍ଜା କରିବ ତେବେ ଅସୁବିଧା ହେବ ନିଶ୍ଚୟ। ଅନେକ ସମୟରେ ଯାତ୍ରୀ ମାନେ ବୁକ କରିଥିବା ସିଟ୍‌ ରେ ଅନ୍ୟ କେହି ଆସି ବସିଯାନ୍ତି। କହିଲେ ବି ସେଟି ସିଟ୍‌ ରୁ ଉଠିବା ଠିକ ଭାବନ୍ତି ନାହିଁ। ତେବେ ଯଦି କେହି ବିନା ବୁକ କରି ଅନ୍ୟ କାହାର ସିଟକୁ…