Browsing Tag

transparent phone

ଆଗକୁ ଆସିବାକୁ ଯାଉଛି ବେଷ୍ଟ  ଟ୍ରାନ୍ସପେରେଣ୍ଟ  ସ୍ମାର୍ଟଫୋନ୍, ଡିଜାଇନ୍ ଦେଖି ଲାଖି ଯିବ ଆଖି

ଦିନକୁ ଦିନ ଟେକନୋଲୋଜି ଅଧିକ ଉନ୍ନତି ହେବାରେ ଲାଗିଛି। କେବଳ ସେତିକି ନୁହେଁ, ନୂଆ ନୂଆ ଜିନିଷ ସବୁ ଆସୁଛି। ତେବେ ବର୍ତ୍ତମାନ ମଧ୍ୟ ଆସିବାକୁ ଯାଇଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ହୁଏତ ଆପଣଙ୍କ ପାଇଁ ବେଷ୍ଟ ଫୋନ୍ ହୋଇପାରେ। ଏହି ଫୋନ ହେଉଛି ରଙ୍ଗ ବିହୀନ। ତେବେ ଆପଣ କେବେ ଭାବୁଛନ୍ତି…