ସାମସଙ୍ଗ ଲଞ୍ଚ କରିବ କି ପୃଥିବୀର ପ୍ରଥମ ଟ୍ରାନ୍ସପେରେଣ୍ଟ ସ୍ମାର୍ଟଫୋନ୍! ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା
କଳ୍ପନା କରନ୍ତୁ ଏକ ମୋବାଇଲ୍ ଫୋନ୍ ଯାହା ସମ୍ପୂର୍ଣ୍ଣ ଟ୍ରାନ୍ସପେରେଣ୍ଟ । ଯାହାର ସ୍କ୍ରିନ୍ କିମ୍ବା ବଡି ଲୁଚି ନଥିବ ଅର୍ଥାତ ସବୁକିଛି କାଚ ପରି ସ୍ୱଚ୍ଛ । ଯଦିଓ ଏହା ଶୁଣିବାକୁ ଫିଲ୍ମି ଲାଗୁଛି, କିନ୍ତୁ ଏହା ଆଜିକାଲି ଟେକ୍ନୋଲୋଜି ଦୁନିଆରେ ଏକ ଆଲୋଚନାର ବିଷୟ । ଖୁବ ଶୀଘ୍ର ଆସିବାକୁ…