Browsing Tag

tripple talaq

ଟ୍ରିପଲ ତଲାକ ପ୍ରସଙ୍ଗରେ କଂଗ୍ରେସର ୟୁ ଟର୍ଣ୍ଣ, ଦଳ କ୍ଷମତାକୁ ଆସିଲେ ଆଇନକୁ କରାଯିବ ଅସିଦ୍ଧ

ନୂଆଦିଲ୍ଲୀ : ଟ୍ରିପଲ ତଲାକ ପ୍ରସଙ୍ଗରେ କଂଗ୍ରେସର ୟୁ ଟର୍ଣ୍ଣ । ଦଳ କ୍ଷମତାକୁ ଆସିଲେ ତିନି ତଲାକ ଆଇନକୁ ଅସିଦ୍ଧ କରାଯିବ ବୋଲି କହିଛନ୍ତି ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁସ୍ମିତା ଦେବ। ଦିଲ୍ଲୀର ଜବାହାର ଲାଲ ନେହେରୁ ଷ୍ଟାଡିୟମରେ ଦଳର ସଂଖ୍ୟାଲଘୁ ମୋର୍ଚ୍ଚା ମହାଧିବେଶନରେ ଏହା…

ଘରକୁ ଫେରିବାରେ ୧୦ ମିନିଟ ହେଲା ବିଳମ୍ବ , ସ୍ତ୍ରୀଙ୍କୁ ଫୋନ୍ କରି ଟ୍ରିପଲ୍ ତଲାକ୍ କହିଲେ ସ୍ୱାମୀ

ଉତ୍ତରପ୍ରଦେଶ (କେନ୍ୟୁଜ୍) : ଘରକୁ ଫେରିବାରେ ୧୦ ମିନିଟ ବିଳମ୍ବ ହେଲା। ବାସ୍, ଏହି କାରଣ ପାଇଁ ସ୍ତ୍ରୀଙ୍କୁ ତଲାକ ଦେଇଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ ଆସିଛି ଉତ୍ତରପ୍ରଦେଶରୁ। ମୋବାଇଲ୍ ନମ୍ବରରେ କଲ୍ କରି ଟ୍ରିପଲ୍ ତଲାକ କହିଛନ୍ତି ସ୍ୱାମୀ। ଅଭିଯୋଗ ହୋଇଛି, ସଂପୃକ୍ତ ମହିଳା ଜଣଙ୍କ ନିଜ…

ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜି ରାଜ୍ୟସଭାରେ ଆଗତ ହୋଇପାରେ ଟ୍ରିପଲ ତଲାକ ବିଲ୍ । ପ୍ରବଳ ହୋହଲ୍ଲା ଯୋଗୁଁ ଗତ ୩୧ ତାରିଖ ଦିନ ରାଜ୍ୟସଭାରେ ଏହି ବିଲକୁ ଆଗତ କରାଯାଇପାରିନାହିଁ । ବିଲକୁ ଚୟନ କମିଟିକୁ ପଠାଇବାକୁ ଅଡି ବସିଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ । କଂଗ୍ରେସ କହିଛି, ଟ୍ରିପଲ…

ପୁଣି ଶୀତ ଅଧିବେଶନକୁ ଅପେକ୍ଷା : ଏଥର ବି ରାଜ୍ୟସଭାକୁ ଆସି ପାରିଲାନି ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଲୀ : ଲୋକସଭା ଦ୍ୱାରା ଗୃହୀତ ହୋଇଥିବା ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ଆଇନରେ ପରିଣତ ପାଇଁ ଆଗାମୀ ଶୀତ ଅଧିବେଶନ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁସଲିମ୍‌ ୱିମେନ (ପ୍ରୋଟେକ୍ସନ୍‌ ଅଫ୍‌ ରାଇଟ୍‌ସ୍‌ ଅନ୍‌ ମ୍ୟାରେଜ)ବିଲ-୨୦୧୭ ବା ଟ୍ରିପଲ ତଲାକ୍‌ ବିଲକୁ ନେଇ…