Below header
Browsing Tag

truck owners association

୫ ଦଫା ଦାବି ନେଇ ଜାନୁଆରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ ଡାକରା, ୧୫ବର୍ଷର ଗାଡିକୁ ଅଚଳ କରିବା…

କେନ୍ୟୁଜ୍(ବ୍ୟୁରୋ): ଜାନୁଆରୀ ୧୧ରୁ ଟ୍ରକ ଧର୍ମଘଟ । ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ସଂଘ । ୧୫ବର୍ଷର ଗାଡିକୁ ଅଚଳ କରିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ରାଜ୍ୟସରକାରଙ୍କ ସ୍କ୍ରାପିଙ୍ଗ୍‌ ପଲିସିକୁ ୧୫ବର୍ଷ ପରିବେର୍ତ୍ତ…

କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ

କେନ୍ଦୁଝର : କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ ବିବାଦ। ନିର୍ଦ୍ଦିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ କ୍ଷମତା ବିକେନ୍ଦ୍ରୀକରଣ ନକରି ସମସ୍ତ କ୍ଷମତାକୁ ନିଜ…