Browsing Tag

Twitter bio

କନ୍ୟା ସନ୍ତାନ ଜନ୍ମ ପରେ ବିରାଟ କୋହଲି ବଦଳାଇଲେ ନିଜ ଟୁଇଟର Bio, ଝିଅ ଓ ଅନୁଷ୍କାଙ୍କ ପାଇଁ ଲେଖିଲେ ଏମିତି କିଛି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେବା ପରେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲି ନିଜ ଟୁଇଟର ବାୟୋକୁ ପରିବର୍ତ୍ତନ କରିଦେଇଛନ୍ତି। ଟୁଇଟରରେ ନିଜ ବାୟୋରେ ବିରାଟ କୋହଲି ନିଜକୁ ‘ଗର୍ବିତ ବାପା ଏବଂ ସ୍ୱାମୀ’ ବୋଲି ଲେଖିଛନ୍ତି। ସୂଚନାଥାଉ କି, ୧୧ ଜାନୁଆରୀରେ…