ପୋଷା କୁକୁର ଫ୍ଲୋକୀ ଟ୍ଵିଇଟର ନୂଆ ସିଇଓ, ଟ୍ଵିଟକରି ମସ୍କ ଲେଖିଲେ The new CEO of Twitter is amazing
କେନୁଜ୍(ବ୍ୟୁରୋ): ଆପଣ କେବେ କୌଣସି ପଶୁକୁ ଏକ କମ୍ପାନୀର ସିଇଓ ହେବାର ଦେଖିଛନ୍ତି? ନିହାତି ଭାବେ ଆପଣ କେବେବି ଦେଖି ନଥିବେ । କଣ କେବେ ଏକ ପୋଷା କୁକୁରକୁ କମ୍ପାନୀର ସିଇଓ ହେବାକଥା ଶୁଣିଛନ୍ତି? ଏହାବି ଶୁଣି ନଥିବେ? କୁକୁର କଣ କେବେ କୌଣସି କମ୍ପାନୀର ସିଇଓ ହୋଇପାରେ! ଏଇଆ ହିଁ ଆପଣ…