Below header
Browsing Tag

two brothers killed

ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ, ପୋଲିସର ତଦନ୍ତ

କନ୍ଧମାଳ (କେନ୍ୟୁଜ): ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫରିଙ୍ଗିଆ ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ । ଫୁଲବାଣୀରୁ କାମ ସାରି ଫିରିଙ୍‌ଗିଆ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା…

ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ ବାଲିଜୋଡ଼ି ନିକଟରେ ଅଜଣା ଗାଡି ଧକ୍କାରେ ୨ ଭାଇ ମୃତ

ବଣାଇ: ଅଜଣା ଗାଡି ଧକ୍କାରେ ୨ ଭାଇ ମୃତ । ଗୋଟିଏ ପରିବାରର ଦୁଇ ଭାଇଙ୍କ ଗଲା ଜୀବନ । ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ ବାଲିଜୋଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ କାଦଢ଼ିଆ ଗାଁର ଅରୁଣ ମାଝୀ ଓ ଅଜୟ ମାଝୀ । ଦୁଇ ଭାଇ କୌଣସି କାମରେ ବାଇକରେ ନିକଟସ୍ଥ ଡେଙ୍ଗୁଳା…