ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ, ପୋଲିସର ତଦନ୍ତ

କନ୍ଧମାଳ (କେନ୍ୟୁଜ): ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫରିଙ୍ଗିଆ ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ । ଫୁଲବାଣୀରୁ କାମ ସାରି ଫିରିଙ୍‌ଗିଆ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଫିିରିଙ୍ଗିଆ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି । ମୃତକ ଦୁଇ ଜଣ ହେଲେ ଫିରିଙ୍ଗିଆ ଅଞ୍ଚଳର ଦାମିଙ୍ଗିଆ ଗ୍ରାମର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.