Below header
Browsing Tag

truck crash

ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ, ପୋଲିସର ତଦନ୍ତ

କନ୍ଧମାଳ (କେନ୍ୟୁଜ): ଅଜଣା ଟ୍ରକ୍ ଧକ୍କାରେ ଦୁଇ ଭାଇ ମୃତ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫରିଙ୍ଗିଆ ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ । ଫୁଲବାଣୀରୁ କାମ ସାରି ଫିରିଙ୍‌ଗିଆ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା…

ରାସ୍ତା ପାର ହେବା ସମୟରେ ଟ୍ରକ୍‌ ଚାପାରେ ମହିଳା ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ରାୟଗଡା: ଟ୍ରକ୍‌ ଚାପାରେ ମହିଳା ମୃତ । ମୃତକ ହେଲେ ରାୟଗଡା ବିଷମକଟକ ଥାନା ଡିମିରିଗୁଡା ଗାଁର ମମି କୁଶିକା । ରାସ୍ତା ପାର ହେବା ସମୟରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଦୁର୍ଘଟଣା ସ୍ଥଳରେ ବିଷମକଟକ…

ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ

ନିଆଳି: ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ । ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ହେଟାର ମୃତ୍ୟୁ ଘଟିଛି । ଏକ ମାଲ ବୋଝେଇ ଟ୍ରକ୍ ନିଆଳି ଆଡୁ ଫୁଲନଖରା ଆଡକୁ ଦୃତ ଗତିରେ ଆସୁଥିବା ବେଳେ ହଠାତ୍ ହେଟା ବାଘଟି ରାସ୍ତା ପାର…