Below header
Browsing Tag

two lions

ରାସ୍ତାରେ ଯାଉଥିବା କାର୍ ସହ ଚାଲିଲେ ୨ ସିଂହ, ଭାଇରାଲ ହେଉଛି ଏହି ଆଶ୍ଚର୍ଯ୍ଯକର ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ୨ଟି ସିଂହର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ। ଭିଡିଓରେ ଦୁଇଟି ସିଂହଙ୍କୁ କାର୍ ସହ ଚାଲି ଯାଉଥିବାର ଦେଖିବାକୁ ମିଳିଛି। ରାଜନେତା ଏବଂ ଉଦ୍ଯୋଗପତି ପରମିଲ ନାଥୱାନୀ ଏହି ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି।…