Browsing Tag

two school teachers fighting

ଚଉକି ପାଇଁ ପିଟାପିଟି, ପ୍ରଧାନ ଶିକ୍ଷକଙ୍କ ଚେୟାରରେ ବସିବାକୁ ତଳେ ଗଡ଼ିଆ ଗଡ଼ି ହୋଇ ମାଡ଼ଗୋଳ ଲାଗିଲେ ଶିକ୍ଷକ; ଦେଖନ୍ତୁ…

ଚଉକି ପାଇଁ ପିଟାପିଟି। ପ୍ରଧାନ ଶିକ୍ଷକଙ୍କ ଚେୟାରରେ ବସିବା ନେଇ ବାଡ଼ିଆପିଟା ହୋଇଛନ୍ତି ଶିକ୍ଷକ। ଛାତ୍ରଛାତ୍ରୀଙ୍କୁ ସତ୍‌ପଥରେ ଯିବା ପାଇଁ ଉପଦେଶ ଦେଉଥିବା ଶିକ୍ଷକ ହିଁ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି। ତେବେ ଏହି ଗଣ୍ଡଗୋଳ ପୁଣି ଏମିତି ସେମିତିକ ନୁହେଁ। ପରିସ୍ଥିତି ଏମିତି ହୋଇଥିଲା ଯେ…