କେବେ ଦେଖିଛନ୍ତି ଏହିଭଳି ଅଜବ କୁକୁର? ଥରେ ଦେଖନ୍ତୁ ଏହି ଭାଇରାଲ ଭଡିଓ
ବର୍ତ୍ତମାନ ସମୟରେ ଦୁନିଆରେ ଅନେକ ଅଜବ ଜିନିଷ ଦେଖିବାକୁ ପାଇଁ ମିଳୁଛି । ଯେପରି କେବେ ସାପ ନେଉଳର ବନ୍ଧୁତା ତ କେବେ ଶୁଆ ଓ ମଣିଷର ପ୍ରେମ । କେବେ ଗଛରୁ ବହାରୁଛି ଖିର ତ କେବେ ଆପେ ଆପେ ଗଛରେ ଲାଗିଯାଉଛି ନିଆଁ । ଏହିପରି ଅନେକ ପ୍ରକାରର ଅଜବ ଘଟଣା ଆମ ଆଖପାଖରେ ଦେଖିଥାଉ । କେବେ କେବେ…