Browsing Tag

up minister

ସରକାରୀ କର୍ମଚାରୀଙ୍କ ହାତରେ ଜୋତା ପିନ୍ଧୁଛନ୍ତି ଯୋଗୀଙ୍କ ମନ୍ତ୍ରୀ, ଭିଡିଓ ଭାଇରାଲ୍ ପରେ ଶୁଣାଇଲେ ରାମ ଏବଂ ଭରତଙ୍କ…

ବିବାଦରେ ଯୋଗୀଙ୍କ ମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ଦ୍ବାରା ଜୋତା ପିନ୍ଧୁଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘଟଣାଟି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର । ଏକ ସମାରୋହରେ ଯୋଗ ଦେବାକୁ ଯାଇଥିଲେ…