Browsing Tag

UPI PAYMENNT

ଗୁଗଲ ପେରେ ଦିନକୁ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ ଜାଣନ୍ତୁ, ଲିମିଟ୍‌ ଶେଷ ପରେ ଏପରି ପଠାନ୍ତୁ ଟଙ୍କା

Google Pay ବହୁତ ପପୁଲାର UPI ବେସଡ ମନି ଟ୍ରାନ୍ସଫର ଆପ୍‌। ଗତ କିଛି ବର୍ଷରେ ଏହା ନିଜର ବହୁତ ବଡ ୟୁଜର ବେସ୍‌ ତିଆରି କରିପାରିଛି। ଗୁଗଲ ପେ ବା GPay ର ଇଣ୍ଟରଫେସ୍‌ ବହୁତ ସିମ୍ପଲ। ଖାସ୍‌ କରି ଏହି କାରଣରୁ ଅନେକ ଲୋକ ଏହି ପେମେଣ୍ଟ ଆପକୁ ୟୁଜ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଯଦି…