ପିଏମ ମୋଦିଙ୍କ ଟ୍ୱିଟକୁ କପି କରି ଟ୍ରୋଲ୍ ହେଲେ ଏହି ବଲିଉଡ ଅଭିନେତ୍ରୀ
ଶନିବାର ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶାବନା ଆଜମୀ ଗଭୀର ଭବେ ଆହତ ହୋଇଛନ୍ତି । ଗଭୀର ଭାବେ ଆହତ ହୋଇଥିବା ଶାବନାଙ୍କୁ ପନବେଳ ସ୍ଥିତ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ମୁମ୍ବାଇ ସ୍ଥିତ କୋକିଳାବେନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଶୀଘ୍ର…