Browsing Tag

US Open title

ୟୁଏସ ଓପନ ୨୦୨୩: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍

ନୋଭାକ ଜୋକୋଭିକ ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି । ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ପ୍ରତିଶୋଧ ନେଇଛନ୍ତି । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ଏବଂ…

୧୯ ବର୍ଷୀୟ କୋକୋ ଗୌଫ ହେଲେ ୟୁଏସ ଓପନ ଚାମ୍ପିଅନ, ଫାଇନାଲରେ ବିଶ୍ୱର ନଂ ୧ ଖେଳାଳିଙ୍କୁ ହରାଇଲେ

ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ ହୋଇଛନ୍ତି । ଗୌଫ ବିଶ୍ୱ ନଂ-୧ ଖେଳାଳି ଆର୍ଯ୍ୟନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ସେଟରେ ହରାଇଛନ୍ତି । ସେରେନା ଓ୍ଵିଲିୟମ୍ସଙ୍କ ପରେ ଗୌଫ ଦ୍ୱିତୀୟ ଯୁବ ଖେଳାଳି ଭାବରେ ଏହି ସଫଳତା ପାଇଛନ୍ତି । ଗୌଫ ୨୦୨୨ ଫ୍ରେଞ୍ଚ…

୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଜିତିଲେ ‘ୟୁଏସ ଓପନ ଟାଇଟଲ’, ଫାଇନାଲରେ ଅଜାରେଙ୍କାଙ୍କୁ…

ଜାପାନର ୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଆମେରିକା ଓପନ ଟାଇଟଲ ଜିତିଛନ୍ତି। ଫାଇନାଲରେ ଓସାକା ବେଲାରୁଷର ଅଜାରେଙ୍କାଙ୍କୁ ହରାଇ ଦେଇଥିଲେ। ପ୍ରଥମ ସେଟ ହାରିବା ପରେ ଓସାକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଲଗାତାର ଦୁଇଟି ସେଟ ଜିତି ପୂରା ମ୍ୟାଚକୁ ହିଁ ଜିତିଯାଇଥିଲେ।…