Browsing Tag

usain bolt

ସାମାଜିକ ଦୂରତା ନ ମାନି ଏବଂ ବିନା ମାସ୍କରେ ଜନ୍ମଦିନ ପାଳନ କରିଥିଲେ ବୋଲ୍ଟ, ଏବେ ଜଣାପଡିଲେ କରୋନା ପଜିଟିଭି

ବିଶ୍ୱର ଦ୍ରୁତତମ ଧାବକ ତଥା ୮ ଥର ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଉସେନ ବୋଲ୍ଟ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି। ପଜିଟିଭି ଚିହ୍ନଟ ହେବା ପରେ ବୋଲ୍ଡ ଆଇସୋଲେସନରେ ରହିଛନ୍ତି। ଖାମଖିଆଲି ଆଚରଣ କରି ନିଜର ୩୪ତମ ଜନ୍ମଦିନକୁ ସାମାଜିକ ଦୂରତାହୀନ ଓ ବିନା ମାକ୍ସରେ ପାଳନ କରିଥିଲେ ବୋଲ୍ଟ ।…

ସ୍ପେସରେ କମାଲ ଦେଖାଇଲେ ଆଥଲେଟ୍‌ ହୁସେନ୍‌ ବୋଲ୍ଟ

ଫ୍ରାନ୍ସ(କେନ୍ଯୁଜ୍) : କେବଳ ମାଟିରେ ନୁହଁନ୍ତି, ସ୍ପେସରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ଆଥଲେଟ୍‌ ହୁସେନ୍‌ ବୋଲ୍ଟ। ସ୍ପେଶରେ ଦ୍ରୁତ ଧାବକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଫ୍ରାନ୍ସ ରେ ନିର୍ମାଣ କରାଯାଇଥିବା ଏକ ଜିରୋ ଗ୍ରାଭିଟି ଏୟାର କ୍ରାଫ୍ଟ ଭିତରେ ଅନ୍ୟ ଦୁଇ ଜଣଙ୍କ ସହ ସେ ରେସ୍‌…