Browsing Tag

usha thakur

ମନ୍ତ୍ରୀ କହିଲେ ମୋ ଗାମୁଛା ମାସ୍କ ଠାରୁ ବି ଅଧିକ ଶକ୍ତିଶାଳୀ

ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ହେଉଛନ୍ତି ଉଷା ଠାକୁର । ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ଭାବେ ଜଣାଶୁଣା ଏହି ବିଜେପି ନେତ୍ରୀ । ତେବେ ଏଇ କରୋନା କାଳରେ ସେ କେବେବି ମାସ୍କ ବ୍ୟବହାର କରନ୍ତି ନାହିଁ । ଏନେଇ ତାଙ୍କୁ ସାମ୍ବାଦିକମାନେ ପଚାରିବାରୁ ଉଷା ତାଙ୍କ ମୁହଁରେ ଗୁଡ଼ା ହୋଇଥିବା…