ଭୁଲରେ ବି ଏସବୁ ପାତ୍ରରେ ତିଆରି କରନ୍ତୁନି ଖାଦ୍ୟ, ପାଲଟିଯିବ ବିଷ
ଖାଦ୍ୟ ତିଆରି କରିବା ବେଳେ ଆମେ ପନିପରିବା ଓ ବାସନକୁସନକୁ ଭଲ ଭାବେ ସଫା କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ। ଆମେ କ’ଣ ଖାଉଛେ ତା’ ଉପରେ ଆମର ସବୁଠୁ ଅଧିକ ଧ୍ୟାନ ଥାଏ। କିନ୍ତୁ କେଉଁ ବାସନରେ ଆମେ ରାନ୍ଧୁଛେ ଓ ତାହା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡ଼ୁଛି, ସେଥିପ୍ରତି ଅଧିକାଂଶ ଲୋକ…