ତରକାରୀରେ ଲୁଣ ଅଧିକ ହେବାରୁ ଛୁରୀରେ ଝିଅକୁ ଆକ୍ରମଣ କଲା ବାପା
ତରକାରୀରେ ଅଧିକା ହେଲା ଲୁଣ । ପରେ ବାପା ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଆଉ ତା ପରେ ଯାହା ହେଲା ଆପଣ ଭାବି ପାରିବେନି । ତରକାରୀରେ ସାମାନ୍ୟ ଲୁଣ ଅଧିକା ହେବାରୁ ଝିଅକୁ ଛୁରୀରେ ଆକ୍ରମଣ କଲା ବାପା । ଝିଅର ଛାତି ଏବଂ ଅଣ୍ଟାକୁ ଛୁରୀରେ ଭୁସି ଚାଲିଥିଲା ବାପା । ବାପାର ଏଭଳି ହିଂସାତ୍ମକ ଆଚରଣ…