Browsing Tag

valueable stone

ମହାନଦୀର ପଠାରେ ମିଳୁଛି ମୂଲ୍ୟବାନ ରତ୍ନପଥର, ରାଜ୍ୟ ବାହାରକୁ ହେଉଛି ଚୋରା ଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ମହାନଦୀର ପଠାରେ ମିଳୁଛି ମୂଲ୍ୟବାନ ରତ୍ନପଥର। ମହାନଦୀରେ ପାଣି କମିଯିବା ପରେ ଦିନ ରାତି ଏକ କରି ରତ୍ନପଥର ଖୋଜୁଛନ୍ତି ଲୋକେ। ବେଆଇନ ରତ୍ନ ପଥର ସ୍ଥାନୀୟ ଦଲାଲଙ୍କ ଜରିଆରେ ବାହାର ରାଜ୍ୟ ରାଜସ୍ଥାନ,ମିରଟ, ସୁରାଟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।…