ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଗୋଷ୍ଠୀ ସଂଘର୍ଷ , ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ
କେନ୍ୟୁଜ୍(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାଣୀବହିର । ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଗଣ୍ଡଗୋଳକୁ ନେଇ ଏକ ନମ୍ବର ବଏଜ୍ ହଷ୍ଟେଲ ଆଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ର ।…