Browsing Tag

vanilla cake

New Year Weekରେ ଘରେ ଖୁବ ସହଜରେ ବନାନ୍ତୁ ଭାନିଲା କେକ୍

ଚକୋଲେଟ ଭଳି ଭାନିଲା ଫ୍ଲେବର ବି ଅନେକଙ୍କର ପ୍ରିୟ । ସାଧାରଣତଃ ଆମେ ବଜାରରୁ ହିଁ ଏହି କେକ କିଣି ଖାଇଥାଉ । କିନ୍ତୁ ଜାଣନ୍ତିକି ଖୁବ ସହଜରେ ଆପଣ ଏହାକୁ ନିଜ ଘରେ ପ୍ରସ୍ତୁତ କରି ପାରିବେ । ତେବେ ଆଉ ଡେରି ନ କରି ନିୟୁ ଇୟର ସପ୍ତାହରେ ଘରେ ପ୍ରସ୍ତୁତ କରନ୍ତୁ ଭାନିଲା କେକ । ଆବଶ୍ୟକୀୟ…