Browsing Tag

vegetable price

ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍, ସରକାରଙ୍କ ତାଗିଦ ସତ୍ତ୍ବେ ଚଢ଼ା ଭାଉରେ ବିକୁଛନ୍ତି ବେପାରୀ

ଭୁବନେଶ୍ୱର : ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍ । ଲୋକେ ବୋହି ନେଉଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ । ପରିବା ବଜାରରେ ନିଆଁ । ହଠାତ ବଢ଼ି ଯାଇଛି ଆଳୁ ପିଆଜ ଓ ପନିପରିବା ଦରଦାମ । ଆଳୁ ଦର ହଠାତ ୧୦ ଟଙ୍କାରୁ ଅଧିକ ବଢ଼ି ଯାଇଛି । କେଉଁଠି ୪୦ ତ କେଉଁଠି ୫୦ରେ ବିକ୍ରି ହେଉଛି ।…

ଦୁନିଆର ସବୁଠୁ ମହଙ୍ଗା ପରିବା, ଏକ କିଲୋ ପରିବା ଦାମରେ କିଣିପାରିବେ ସୁନା

ପରିବା ଦର ଦିନ କୁ  ଦିନ ବଢ଼ିବାରେ ଲାଗିଛି । ସେହିପରି ଟମାଟୋ ଦର ଆକାଶ ଛୁଆଁ ହେଲାଣି । ଏପରିସ୍ଥଳେ ପରିବା ଦରକୁ ଲୋକେ ସୁନା ଦର ସହ ତୁଳନା କରୁଛନ୍ତି । ଗରିବ ଲୋକଙ୍କ ପାଇଁ ପରିବା କିଣିବା ମୁସ୍କିଲ ହୋଇପଡୁଛି । ତେବେ ଦୁନିଆର ମହଙ୍ଗା ପରିବା ଦାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

କାର୍ତ୍ତିକ ପୂର୍ବରୁ ବେଲଗାମ ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ

କଟକ : ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି…

ପରିବା ଦର ଶୁଣି କିଣିବାକୁ ଲାଗୁଛି ଡର: ଯାହାକୁ ଛୁଇଁବ ୮୦, ଟମାଟୋ ୧୦୦

ଭୁବନେଶ୍ୱର : ନିୟନ୍ତ୍ରଣ ବାହାରେ ପରିବା ଦର । ଖାଉଟିଙ୍କ ହାଣ୍ଡିଶାଳକୁ ମହଙ୍ଗା ମାଡ ।‌  ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଶ୍ରାବଣ ପ୍ରଥମ ସପ୍ତାହରୁ କଞ୍ଚା ପରିବା ଦର ଉପରମୁହାଁ…

କାର୍ତ୍ତିକ ମାସ ପୂର୍ବରୁ ​ପରିବା ବଜାରରେ ଚଡକ! ଦର ବୃଦ୍ଧି ଯୋଗୁଁ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ

ଭୁବନେଶ୍ୱର (କେନ୍ୟୁଜ): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର । ସବୁ ପରିବାର ଦର ୬୦ ଉପରେ । ବଜାରରେ ବିନସ୍‌ କେଜି ୧୦୦ ଟଙ୍କା । ପୋଟଳ ୮୦, ବାଇଗଣ ୭୦, ଜହ୍ନି ୭୦, ଗାଜର ୬୦, ଭେଣ୍ଡି ୬୦ ଓ ଟମାଟୋ କେଜି ୬୦ରୁ ୭୦ ଟଙ୍କା…