Browsing Tag

vegetable rate

କାର୍ତ୍ତିକ ମାସ ପାଇଁ ଦୁଇ ଗୁଣା ପରିବା ଦର, ଘରକୁ କିଣି ନେବାକୁ ଅସମର୍ଥ ଲୋକେ

ଭଦ୍ରକ(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ ।  କୃଷି ବହୁଳ ଭଦ୍ରକ ଜିଲ୍ଲାରେ ଏବେ ପନିପରିବା ଦର ଆକାଶ ଛୁଆଁ। ଫଳରେ ସାଧାରଣ ମଧ୍ୟବିତ୍ତ ଲୋକ ମାନେ ପନି ପରିବା କିଣିବା ପାଇଁ ବଜାର ରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି।ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ…

ରୋଷେଇ ଘରେ ମହଙ୍ଗା ମାଡ଼: ୫୦ ଟଙ୍କା ଉପରେ ସବୁ ପରିବା ଦର, କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି

ଭୁବନେଶ୍ବର(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ରାଜଧାନୀରେ ୫୦ ଛୁଇଁଛି ପିଆଜ । ପୂର୍ବରୁ କେଜି ୩୦ ଟଙ୍କା ଥିବାବେଳେ ଏକାଥରେ ୨୦ ଟଙ୍କା ବଢି ୫୦ରେ ପହଂଚିଛି । ଏହାସହ ୫୦ ଟଙ୍କା ଉପରେ ସବୁ ପରିବା । ବଜାରରେ…

ରାଜ୍ୟରେ ଆକାଶଛୁଆଁ ପରିବା ଦର: ବଢିଛି ଅତ୍ୟାବଶ୍ୟକ ଆଳୁ, ପିଆଜ ଦର

ଭୁବନେଶ୍ବର: ରାଜ୍ୟରେ ଆକାଶଛୁଆଁ ପରିବା ଦର। ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଫଳରେ ଅଚାନକ ଆଳୁ, ପିଆଜ ଦର ବୃଦ୍ଧି ପାଇଛି। ପିଆଜ ୩୦ଟଙ୍କା ଛୁଇଁଥିବା ବେଳେ ଆଳୁ ମଧ୍ୟ…

ଭାରତ ସହ ପଙ୍ଗା ପଡିଲା ମହଙ୍ଗା, ପାକିସ୍ତାନରେ ୪ ବର୍ଷର ରେକର୍ଡ ଭାଙ୍ଗିଲା ଦରଦାମ୍

ପଙ୍ଗା ପଡିଲା ମହଙ୍ଗା । ପାକିସ୍ତାନକୁ ଓଲଟା ପଡିଛି ଭାରତ ସହ ବିବାଦ । ପୁଲୱାମା ଆକ୍ରମଣ ପରେ ଶତ୍ରୁ ଦେଶ ବିରୋଧରେ ଶକ୍ତ କାର‌୍ୟ୍ୟାନୁଷ୍ଠାନ ନେଇଛି ଭାରତ । ଯାହା ଫଳରେ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି ଦରଦାମ୍ । ଗତ ଚାରି ବର୍ଷର ଭାଙ୍ଗିଛି ରେକର୍ଡ । ରିପୋର୍ଟ ମୂତାବକ, ଫେବ୍ରୁଆରୀ…