ନିଜ ଆକାଉଣ୍ଟରେ Blue-tick ପାଇବାକୁ ଚାହୁଁଥିଲେ ମାନନ୍ତୁ ଟ୍ଵିଟରର ଏହି ସହଜ ପ୍ରୋସେସ
ଆଜିକାଲି ବ୍ଲୁ ଟିକ୍ ଟ୍ୱିଟରରେ ଏକ ଟ୍ରେଣ୍ଡ ପାଲଟିଛି। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କୁ ଅନେକ ଲୋକ ବ୍ୟବହାର କରନ୍ତି। । ଏହି ୟୁଜର୍ସ ମାନେ ଅନେକ କିଛି ପୋଷ୍ଟ କରି…