Browsing Tag

violence in pak

ପାକିସ୍ତାନ : ଫ୍ରାନ୍ସ ବିରୋଧୀ ହିଂସାରେ ୧୩ ମୃତ

ଇସ୍‌ଲାମବାଦ :  ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଉଗ୍ର ରୂପ ଧାରଣ କରିଛି । ଏହି ହିଂସାକାଣ୍ଡରେ ୧୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ପୋଲିସ ନିହତ ହୋଇଛନ୍ତି । ଗତ ସୋମବାର ଠାରୁ ପାକିସ୍ତାନରେ ଏହି ହିଂସା ଆରମ୍ଭ ହୋଇଛି । ଏହି ହିଂସାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା…