Browsing Tag

viral cat photo

ବିଲେଇକୁ ୪ ଲକ୍ଷ ଟଙ୍କାର ଉପହାର! ଚତୁର୍ଥ ଜନ୍ମଦିନରେ ଭେଟି ଦେଲେ ମାଲିକାଣି; ଲୋକେ ହୋଇଗଲେ ତାଜୁବ

ମଣିଷ ଓ ପଶୁ ଭିତରେ ଅଜବ ବନ୍ଧୁତା ରହିଥାଏ। ଅନେକ ବାର ମଣିଷ ଓ ପଶୁ ପରସ୍ପର ପାଇଁ ଏମିତି କିଛି କରି ଯାଆନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଆପଣଙ୍କ ଆଖପାଖରେ ବି ଏମିତି ପଶୁପ୍ରେମୀ ମଣିଷ ରହିଥିବେ, ଯେଉଁମାନେ ନିଜ ପୋଷା ଜୀବଜନ୍ତୁଙ୍କର ଅନେକ ଯତ୍ନ ନେଉଥିବେ। କିନ୍ତୁ କିଛି…

ଦୁଇଟି ଫେସ୍‌ ଥିବା ଏହି ବିଲେଇ ଏବେ ସୋସିଆଲ ମିଡିଆ ଷ୍ଟାର୍‌! ଫଲୋ କରୁଛନ୍ତି ଲକ୍ଷ ଲକ୍ଷ ଲୋକ

କେବେ ଆପଣ ଏମିତି ବିଲେଇକୁ ଦେଖିଛନ୍ତି କି, ଯାହାର ଦୁଇଟି ଫେସ୍‌ ରହିଛି? ଯଦି ନାଁ, ତା’ହେଲେ ଆଜି ଆମେ ଆପଣଙ୍କୁ ଦୁଇଟି ଚେହେରା ଥିବା ଏକ ବିଲେଇ ବିଷୟରେ କହିବାକୁ ଯାଉଛୁ। ବିଲେଇର ନାଁ ‘Quimera’। View this post on Instagram…