Below header
Browsing Tag

virtual mode

ଭର୍ଚ୍ଚୁଆଲ ଦୁନିଆର ମଜା ନେଇ ପାରିବେ ବସ୍‌ ଯାତ୍ରୀ, ଯାତ୍ରାବେଳେ ଜଣା ପଡ଼ିବନି ସମୟ

ବସରେ ଯାତ୍ରା କରିବା ସମୟରେ ଆପଣ ନୂଆ ନୂଆ ସ୍ଥାନ ଦେଖିବା ସହ ସେଠାକାର ପରିବେଶକୁ ଉପଭୋଗ କରନ୍ତି। କିନ୍ତୁ ବର୍ତ୍ତମାନ ଆପଣ ବସ ଭିତରେ ବସି ବିଭିନ୍ନ ସ୍ଥାନକୁ ଅନୁଭବ କରିବା ସହ ଉକ୍ତ ସ୍ଥାନର ଭରପୂର ମଜା ନେଇ ପାରିବେ । ତେବେ ଏହା ସମ୍ଭବ ହୋଇଛି କିଛି ଆଧୁନିକ ଟେକ୍ନୋଲୋଜି ଦ୍ୱାରା । ଏଭଳି…

ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। କାଲି ସରିଯିବ କ୍ୟାମ୍ପେନ୍‌ । ଆଜି ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଧାମନଗର ହେଉଛି ଶାନ୍ତି ଓ…