Browsing Tag

voltron electric cycle

Voltron-VM 100 ଇଲେକ୍ଟ୍ରିକ ସାଇକେଲ: ମାତ୍ର ୩ ଟଙ୍କାରେ ୧୦୦ କିମି ଦୌଡିବ ସାଇକେଲ

ଇଲେକ୍ଟ୍ରିକ ବାଇକ୍‌ର ବ୍ୟବହାର ଲଗାତାର ବଢିବାରେ ଲାଗିଛି। ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି। ଦିନକୁ ଦିନ ପେଟ୍ରୋଲ ଦାମ୍‌ ବଢୁଥିବା ଯୋଗୁଁ ଏହି ବାଇକ୍‌ ବ୍ୟବହାର କରିବା ପାଇଁ ଆଗ୍ରହୀ ହେଉଛନ୍ତି ଲୋକେ। ତା’ ଛଡା କମ୍‌ ଖର୍ଚ୍ଚ କରୁଥିବା ଯୋଗୁ ଲୋକେ ମଧ୍ୟ ବେଶ ପସନ୍ଦ କରୁଛନ୍ତି।…

ମାତ୍ର ୪ ଟଙ୍କାରେ ଏହି ଇ-ବାଇକ୍‌ ଯାଇଥାଏ ୧୦୦ କିଲୋମିଟର, ଜାଣନ୍ତୁ ଦାମ୍‌ ଓ ସ୍ପେସିଫିକେସନ

ନୂଆଦିଲ୍ଲୀ : ଡିଜେଲ-ପେଟ୍ରୋଲର ଅହେତୁକ ଦାମ ବୃଦ୍ଧିକୁ ଦେଖି ଏବେ ବିଭନ୍ନ କମ୍ପାନୀ ଇଲେକ୍ଟ୍ରିକ୍‌ ବାଇକ୍‌ ନିର୍ମାଣ କରୁଛନ୍ତି । ପେଟ୍ରୋଲ ଦାମକୁ ଦେଖି ଲୋକେ ମଧ୍ୟ ଇ-ବାଇକ୍‌ କିଣିବାକୁ ପସନ୍ଦ କରୁଛନ୍ତି । ଏବେ ବଜାରକୁ ପ୍ରବେଶ କରିବାକୁ ଯାଉଛି ଭୋଲ୍‌ଟ୍ରାନ୍‌ ଇଲେକ୍ଟ୍ରିକ୍‌ ସାଇକଲ ।…