Below header
Browsing Tag

voter id card and aadhaar

ଗାର୍ଲଫ୍ରେଣ୍ଡ୍‌ ସହ ହୋଟେଲରେ ରହିବାକୁ ସ୍ତ୍ରୀର ଆଧାର କାର୍ଡ ଦେଖାଇଲା ବିବାହିତ ଯୁବକ, ଲୋକେସନ୍‌ ଟ୍ରାକ୍‌ ପରେ…

ମହାରାଷ୍ଟ୍ରର ପୁଣେରେ ଜଣେ ବିବାହିତ ବ୍ୟକ୍ତିଙ୍କୁ ହୋଟେଲ୍‌ରେ ଗାର୍ଲଫ୍ରେଣ୍ଡ ସହ ରହିବା ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣକ ହୋଟେଲରେ ଚେକ୍‌ ଇନ୍‌ ପାଇଁ ନିଜ ପତ୍ନୀଙ୍କ ଆଧାର କାର୍ଡ ବ୍ୟବହାର କରିଥିଲେ। ଏହି କାରଣରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ପତ୍ନୀଙ୍କ ଅଭିଯୋଗ ପରେ ସ୍ୱାମୀ ଓ ତାଙ୍କ…

ନିର୍ବାଚନୀ ସଂସ୍କାର ପ୍ରକ୍ରିୟା: ନୂଆ ଭୋଟରଙ୍କୁ ମିଳିବ ୪ଟି ପଞ୍ଜୀକରଣ ସୁଯୋଗ, ଆଧାର ସହିତ ଲିଙ୍କ ହେବ ଭୋଟର ଆଇଡି

ନିର୍ବାଚନ ସଂସ୍କାର ପାଇଁ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ସକ୍ରିୟ ହୋଇଛନ୍ତି। ଅର୍ଥାତ ନିର୍ବାଚନ ସଂସ୍କାର ସହ ଜଡିତ ବିଲକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିର୍ବାଚନ…