Below header
Browsing Tag

water problem

ନୂଆପଡା ଜିଲ୍ଲାରେ ଲାଗି ରହିଛି ପାନୀୟ ଜଳର ଉତ୍କଟ ସମସ୍ୟା

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ତୁକୁଲା ଗାଁରେ ଏବେ ଗୁଳୁଗୁଳି ସହ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଛି । ପିଇବା ପାଇଁ ବିଶୂଦ୍ଧ ପାଣି ମିଳୁ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗାଁକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପ୍ରଶାସନ ତରଫରୁ ୩୫ ଲକ୍ଷ…

ସୁନ୍ଦରଗଡ଼ରେ ଉତ୍କଟ ଜଳସମସ୍ୟା, ବର୍ଷା ଅଭାବରୁ ମରୁଭୂମି ପାଲଟିଛି ଇବ୍‌ ନଦୀ

ସୁନ୍ଦରଗଡ଼ର(କେନ୍ୟୁଜ୍): ଖରା ସରି ବର୍ଷା ଦିନ ଆସିଲାଣି । ହେଲେ ଏବେ ବି ମୁନ୍ଦାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ସୁନ୍ଦରଗଡ଼ର ଲୋକେ । ସୁନ୍ଦରଗଡ଼ର ଜୀବନ ରେଖା କୁହାଯାଉଥିବା ଇବ୍‌ ନଦୀ ଏବେ ବର୍ଷା ଅଭାବରୁ ଶୁଖିଲା ପଡ଼ିଛି । ଫଳରେ ସହରର ୧୯ଟି ୱାର୍ଡରେ ବସବାସ କରୁଥିବା ୫୪ ହଜାରରୁ…

କଳାହାଣ୍ଡି: ଗୋଲାମୁଣ୍ଡା ବ୍ଲକ ସନ୍ଧିପଡ଼ା ଗାଁରେ ପାନୀୟ ଜଳ ସମସ୍ୟା

କଳାହାଣ୍ଡି(କେନ୍ୟୁଜ୍): ଜଳ ପାଲଟିଛି ଜହର । ନଳକୂଅରୁ ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଗଲାଣି ଅନେକ ଜୀବନ। ଏବେ ବି ଅନେକ ଆକ୍ରାନ୍ତ ଅଛନ୍ତି । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଦେଖିବା କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ସନ୍ଧିପଡ଼ା ଗାଁଲୋକଙ୍କ ସମସ୍ୟା। ସକାଳ ହେଲେ ପାଣି…

କନ୍ଧମାଳ: ସିମାଲକିଆ ଗାଁରେ ବର୍ଷସାରା ଲାଗି ରହିଛି ପାଣି ସମସ୍ୟା

କନ୍ଧମାଳ(କେନ୍ୟୁଜ୍): ଖରା, ବର୍ଷା, ଶୀତ ସବୁ ସମୟରେ ପାଣି ସମସ୍ୟା । ଗାଁରେ ୮୫ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ହେଲେ ଆଜି ଯାଏ ଗାଁରେ ଗୋଟିଏ ବି ନଳକୂଅ ନାହିଁ । ପିଇବା ପାଣି ପାଇଁ ଚୂଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ…

ଖରା ଉତ୍ତାପରେ ବଢ଼ୁଛି ଜାମୁନାଳି ଗାଁ ଲୋକଙ୍କ ଜଳକଷ୍ଟ, ପ୍ରତ୍ୟେକ ଦିନ ଚାଲୁଛି ପାଣି ପାଇଁ ସଂଘର୍ଷ

ଖରାର ଉତ୍ତାପ ସହ ବଢ଼ୁଛି ଜଳକଷ୍ଟ । ତାପମାତ୍ରା ଯେତିକି ବଢ଼ୁଛି ଗାଁ ଗାଁରେ ବୃଦ୍ଧି ପାଉଛି ଜଳ ସମସ୍ୟା । ପାଣି ଟୋପେ ପାଇଁ ଅନେକ ସଂଘର୍ଷ କରୁଛନ୍ତି ଲୋକେ । ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ତାପମାତ୍ରା ଅଧିକ ବୃଦ୍ଧି ପାଉଛି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି…

ବଲାଙ୍ଗିର ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ଉତ୍କଟ ହେଉଛି ଜଳ ସମସ୍ୟା, ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ବାହାରୁଛି…

ଟିଟିଲାଗଡ(କେନ୍ଯୁଜ୍): ବଢୁଛି ଖରା, ଉତ୍କଟ ହେଉଛି ଜଳ ସମସ୍ୟା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ପିଇବା ପାଣିର ସମସ୍ୟା ଦେଖାଦେଇଛି । ୪ଟି ନଳକୂପ ରହିଥିଲେ ମଧ୍ୟ ପାଣି ବ୍ୟବହାର ଉପଯୋଗୀ ନୁହେଁ । ଧାଡି ହୋଇ ରହିଛି ଗରା, ବାଲ୍‌ଟି, ହାଣ୍ଡି । ନଳକୂପକୁ ଅଧଘଣ୍ଟା ଧରି…

ଝାରସୁଗୁଡା ଚାରଭାଟି ଗାଁରେ ଜଳ ସଙ୍କଟ, ନଳକୂଅ ଅଛି ହେଲେ ପାଣି ବ୍ୟବହାର ଅନୁପଯୋଗୀ

ଝାରସୁଗୁଡା(କେନ୍ୟୁଜ୍) : ଝାରସୁଗୁଡା ଜିଲ୍ଲା ଲୋଇସିଂହା ପଞ୍ଚାୟତର ଚାରଭାଟି ଗାଁରେ ପାନୀୟ ଜଳ ସମସ୍ୟା । ୨ଶହ ପରିବାର ପାଇଁ ଅଛି ୬ଟି ନଳକୂଅ । ସେଥିମଧ୍ୟରୁ ୩ଟି ଅଚଳ । ଗୋଟିଏରୁ ନାଲିପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୋଗୀ ନୁହେଁ । ଫଳରେ ୨ଟି ନଳକୂଅରୁ ବହୁ କଷ୍ଟରେ ପିଇବା ପାଣି…

ମୟୂରଭଞ୍ଜ ଜିଲ୍ଲା କିରିଚିକିଆ ଗାଁରେ ଜଳ ସଙ୍କଟ , ତୁରନ୍ତ ସମାଧାନ କରାନଗଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ…

ମୟୂରଭଞ୍ଜ(କେନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଳକ କିରିଚିକିଆ ଗାଁ । ଗାଁରେ ବାସ କରନ୍ତି ଶହେରୁ ଉର୍ଦ୍ଧ୍ୱ ପରିବାର । ସେଥିମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ଆଦିବାସୀ ବର୍ଗର । ଦୀର୍ଘଦିନ ଧରି ଗାଁରେ ଲାଗି ରହିଛି ପାଣି ସମସ୍ୟା । ଖରାଦିନ ହେଲେ ଏମାନଙ୍କ ସମସ୍ୟା ବଢିଯାଏ ।…

ଦେବଗଡ ମାଝିଚାକୁଣ୍ଡା ଗାଁରେ ପାନୀୟ ଜଳ ସଙ୍କଟ,ପୋଖରୀ ଉପରେ ନିର୍ଭର କରୁଛନ୍ତି ଲୋକେ

ଦେବଗଡ (କେନ୍ୟୁଜ୍) : ବାରାକୋଟ ବ୍ଲକ କାଉଁଶିବାହାଳ ପଞ୍ଚାୟତ ମାଝିଚାକୁଣ୍ଡା ଗାଁରେ ପାନୀୟ ଜଳ ସଙ୍କଟ । ଗାଁରେ ପାଖାପାଖି ୫ଶହ ପରିବାର ବାସ କରୁଥିବା ବେଳେ ଜଳ ଯୋଗାଣ ପାଇଁ ମାତ୍ର ୨ଟି ନଳକୂଅ ରହିଛି । ମଝିରେ ମଝିରେ ନଳକୂଅ ଗୁଡିକ ଖରାପ ହୋଇଥିବାରୁ ଲୋକେ ପାଣି ପାଇଁ ଏକ ପରିତ୍ୟକ୍ତ…

ପାଣି ପାଇଁ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କଲେ ଶତାଧିକ ମହିଳା

ବାଂଶପାଳ : ଶୁଆକାଟୀ-ଦବୁନା ରାସ୍ତାରେ ଅଟକି ରହିଛି ଶତାଧିକ ଗାଡି। ଆଜି ପାନୀୟ ଜଳର ସମସ୍ୟା ନେଇ ବାଂଶପାଳ ବ୍ଳକର ନୟାକୋଟ ଗ୍ରାମପଞ୍ଚାୟତର ଶତାଧିକ ମହିଳା ଏବଂ ପୁରୁଷ ରାସ୍ତା ଅବରୋଧ କରିଛନ୍ତି। ପଞ୍ଚାୟତ କାର‌୍ୟ୍ୟଳୟରୁ ବ୍ଳକ କାର‌୍ୟ୍ୟଳୟ ,ସରପଞ୍ଚ ଏବଂ ବିଡିସଙ୍କ ପାଖକୁ…