Below header

ନୂଆପଡା ଜିଲ୍ଲାରେ ଲାଗି ରହିଛି ପାନୀୟ ଜଳର ଉତ୍କଟ ସମସ୍ୟା

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ତୁକୁଲା ଗାଁରେ ଏବେ ଗୁଳୁଗୁଳି ସହ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଛି । ପିଇବା ପାଇଁ ବିଶୂଦ୍ଧ ପାଣି ମିଳୁ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗାଁକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପ୍ରଶାସନ ତରଫରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି । ହେଲେ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଗ୍ରାମବାସୀ ଏଯାଏଁ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.