Browsing Tag

water problem

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ ଆସୁନି ପାଣି । ଟ୍ୟାଙ୍କର ଉପରେ ଭରସା । ଏ ଚିତ୍ର ଦିଲ୍ଲୀ ଗୋବିନ୍ଦପୁର ଏବଂ ଓଖାଲା ଅଞ୍ଚଳର । ପାଣି ଟ୍ୟାଙ୍କର ଉପରେ ୫୦ରୁ ଅଧିକ ଲୋକ । ପାଇପ ପକାଇବାକୁ ଛଡ଼ାମଡ଼ା ।…

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର ପରିଷଦ ୯ ନମ୍ବର ଓ୍ଵାର୍ଡର ଅରବିନ୍ଦ୍ ନଗର ବାସିନ୍ଦା ପାଣି ପାଇଁ ହେଉଛନ୍ତି ହଇରାଣ । ତେଣୁ ଏମାନେ ନିରୁପାୟ ହୋଇ ଏଫ୍ ସିଆଇ ଛକ ଠାରେ ଜାତୀୟ ରାଜପଥ ଉପରେ ହାଣ୍ଡି,…

ପାଣି ପାଇଁ ଗରା-ବାଲ୍ଟି ଧରି ଗ୍ରାମବାସୀଙ୍କ ପ୍ରତିବାଦ, ଭୋଟ ବର୍ଜନ ନିଷ୍ପତ୍ତି

ଯାଜପୁର(କେନ୍ୟୁଜ): ଖରାର ଉତ୍ତାପ ସହ ବଢ଼ୁଛି ଜଳକଷ୍ଟ । ତାପମାତ୍ରା ଯେତିକି ବଢ଼ୁଛି ଗାଁ ଗାଁରେ ବୃଦ୍ଧି ପାଉଛି ଜଳ ସମସ୍ୟା । ପାଣି ଟୋପେ ପାଇଁ ଅନେକ ସଂଘର୍ଷ କରୁଛନ୍ତି ଲୋକେ । କଥାରେ ଅଛି ଜଳ ବିନା ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ । କିନ୍ତୁ ବର୍ତ୍ତମାନ ସମୟରେ ଜଳ ବହୁଳେ…

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା ଦେଖା ଦେଇଛି । ପାଣି ମୁନ୍ଦାଏ ପାଇଁ ଝରର ଅପେକ୍ଷାରେ ଛୋଟ ଏକ କୂପରେ ଘେରି ରହିଥାନ୍ତି ଲୋକେ । ତେବେ ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଏସ କରଡାସିଂ ପଞ୍ଚାୟତ ଅନ୍ତର୍ଗତ…

ପିଇବା ପାଣି ଭାସୁଛି ତେଲିଆ ପଦାର୍ଥ, ହେଉଛି ଉତ୍କଟ ଦୁର୍ଗନ୍ଧ

ଯାଜପୁର(କେନ୍ୟୁଜ): ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ଭାସୁଛି ତେଲିଆ ପଦାର୍ଥ । ଆଉ ଏଥିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି । ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର…

ପାଣି ନପାଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଏହି ଗାଁ ଲୋକେ, ଯିବାକୁ ପଡୁଛି ୫କିମି ଦୂରରେ ଥିବା ଝର ନିକଟକୁ

ଗଜପତି(କେନ୍ୟୁଜ): ଏ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାରଘର ଗ୍ରାମ । ରାୟଗଡ଼ ବ୍ଲକ ଗଙ୍ଗବାଡ ପଂଚାୟତର ସବୁଠାରୁ ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ଥିବା ଗ୍ରାମ ହେଉଛି ବାରଘର । ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଦେବା ସରକାର ଓ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ…

ମୟୁର ବଂଶକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ଗ୍ରାମବାସୀ, ହେଲେ ମିଳୁନି ପ୍ରଶାସନର ସହାୟତା

ଜାତୀୟ ପକ୍ଷୀ ମୟୂର, ଅନେକ ସ୍ଥାନରେ ଧୀରେ ଧୀରେ ଏମାନଙ୍କ ସଂଖ୍ୟା ଏବେ ଲୋପ ପାଇବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ କର୍ତ୍ତବ୍ୟନିଷ୍ଠା ଓ ଭଲ ପାଇବା ଯୋଗୁଁ ପାକିଡି ପାହାଡ଼ରେ ଜାତୀୟ ପକ୍ଷୀଙ୍କ ବଂଶ ବୃଦ୍ଧି ଘଟିଛି । ପ୍ରାକୃତିକ ପରିବେଶ…

ପାଣି ପାଇଁ ହନ୍ତସନ୍ତ: କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା

ନୀଳଗିରି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଜଳ ପାଇଁ ହନ୍ତସନ୍ତ ହେଉଥିବା ଶତାଧିକ ମହିଳା । ସୂଚନାରୁ ଜଣାଯାଇଛି ଏନ୍ ଏ ସିର ୧୩ ନଂ ୱାର୍ଡ ଗୋପୀନାଥପୁର ଗାଁରେ ନୂଆସାହି ବସ୍ତିଟି ଶ୍ୱର୍ଣ୍ଣଚୁଡ ପାହାଡ଼ ମାଳର ପାଦଦେଶରେ ଅବସ୍ଥିତ ଉକ୍ତ…

ଖରା ଆରମ୍ଭରୁ ଜଳକଷ୍ଟ : ପାଣି ପାଇଁ ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା

ଉଦଳା (କେନ୍ୟୁଜ): ଖରା ଆରମ୍ଭରୁ ଜଳକଷ୍ଟ । ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । କପ୍ତିପଦା - ଠାକୁରମୁଣ୍ଡା ରାସ୍ତା ବେଗୁନିଆ ଛକ ନିକଟରେ ରାସ୍ତା ଅବରୋଧ ଫଳରେ ବାଧାପ୍ରାପ୍ତ ହୋଇଛି ଯାନବାହାନ ଚଳାଚଳ । ମୟୂରଭଞ୍ଜ କପ୍ତିପଦା ବ୍ଲକ ରାଣୀପୋଖରୀ…

IT ହବ୍‌ ରେ ପାଣି ସଙ୍କଟ: ଲାଗିଲା ଏସବୁ କଟକଣା, ନମାନିଲେ ଦେବେ ୫ ହଜାର ଟଙ୍କା ଜରିମାନା

ଭାରତର IT ହବ୍‌ ବେଙ୍ଗାଲୁରୁ ଏବେ ଭାରି ଜଳ ସଙ୍କଟ ସମସ୍ୟାର ସାମ୍ନା କରୁଛି । ସହରର ବିଭିନ୍ନ ଅଞ୍ଚଳରେ ବୋରେଓ୍ଵଲ ଶୁଖିଯାଇଛି । ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡ଼ୁଛି ଏମାନଙ୍କୁ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହରରେ…

ଖବର ପ୍ରସାରଣ ପରେ ବୀରସିଂପଡା ଗାଁକୁ ପହଞ୍ଚିଲା ପ୍ରଶାସନ, ଯୋଗାଇଲା ପାଣି

ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପାନିୟ ଜଳ ଉତ୍କଟ ସମସ୍ୟା ଦେଖାଦେଇଛି । ପାନିୟ ଜଳ ଅଭାବରୁ ବିରସିଂପଡା ଗାଁର ମହିଳାମାନେ ଗାଁ ନିକଟସ୍ଥ ଚାଷଜମିରେ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର…

ସାତ ସପନ ପାଲଟିଛି ପିଇବା ପାଣି, ହୋଇପାରୁନି ରାସ୍ତା ନିର୍ମାଣ

ରେଢାଖୋଲ (କେନ୍ୟୁଜ): ଦୁନିଆ ଟେକ୍ନୋଲୋଜିରେ କେତେ ଆଗେଇଲାଣି । କିନ୍ତୁ ଏବେ ବି ଲୋକଙ୍କ ପାଇଁ ପିଇବା ପାଣି ସାତ ସପନ ପାଲଟିଛି । ପିଇବା ପାଣି ସମସ୍ୟାକୁ ରାସ୍ତା ସମସ୍ୟା ଭିନ୍ନ । ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରାଯାଉଛି । ଏବେ ମଧ୍ୟ ଅନେକ ଗାଁ ଅଛି ଯେଉଁଠାରେ ରାସ୍ତା…