Browsing Tag

water problem

ଦୀର୍ଘ ବର୍ଷ ହେବ ଏଠାରେ ଲାଗି ରହିଛି ଜଳ ସମସ୍ଯା: ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଚାଲେ ଲଟେରୀ ଖେଳ

ବ୍ରହ୍ମପୁର:  ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଏଠାରେ ଚାଲେ ଲଟେରୀ ବ୍ଯବସ୍ଥା। ଏଭଳି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ୩ ନମ୍ବର ଓ୍ଵାର୍ଡ଼ ସାହିରେ। ମିଳିଥିବା ସୂଚନା ମୁତାବକ, ଏଠାରେ ପ୍ରତ୍ୟେକ ଦିନ ପାଣି ଆସିଥାଏ ସତ ।…

ଏଠି ଜଳଯାତନା, ସକାଳ ହେଲେ ଅନ୍ୟ ଗାଁକୁ ପାଣି ପାଇଁ ଚାଲନ୍ତି ମହିଳା

ଉଦଳା (କେନ୍ୟୁଜ) : ରାତି ପାହିଲେ ଘର କାମ ଛାଡି ଅନ୍ୟ ଗାଁକୁ ଦୌଡ଼ନ୍ତି ମହିଳାମାନେ । ହାତରେ ଗରା, ବାଲଟି ଧରି ଏକମୁହାଁ ହୋଇ ଚାଲନ୍ତି ସମସ୍ତେ। ଥାଏ ଗୋଟିଏ ଲକ୍ଷ୍ୟ, ପିଇବା ପାଇଁ ପାଣି। ପାଣି ଏମିତି ଏକ ଜିନିଷ ଯାହା ବିନା ସୃଷ୍ଟି ବିନାଶ। ମଣିଷ ଠାରୁ ଆରମ୍ଭ କରି ଜୀବ ଜନ୍ତୁ, ପଶୁପକ୍ଷୀ,…

ପାଣି ପାଇଁ ରାସ୍ତା ଅବରୋଧ: ରାସ୍ତା ଉପରେ ବାଲ୍‌ଟି, ଗରା ଧରି ମହିଳାଙ୍କ ପ୍ରତିବାଦ

ଟିଟିଲାଗଡ଼: ପାଣି ପାଇଁ ରାସ୍ତା ଅବରୋଧ। ଗୋଟିଏ ପଟେ ତାତି ଅନ୍ୟପଟେ ଜଳକଷ୍ଟ। ରାସ୍ତା ଉପରେ ବାଲ୍‌ଟି, ଗରା ଧରି ଛିଡା ହୋଇଛନ୍ତି ମହିଳା। ଗତ ୧୫ ଦିନ ଧରି ଟିଟିଲାଗଡ଼ ପୌରପରିଷଦ ୧୧ନମ୍ବର ସିରଭଟ୍ଟା ପଡାକୁ ପାଣି ଯୋଗାଇ ଦିଆଯାଇନାହିଁ। ଫଳରେ ପାଣି ଟୋପାଏ ପାଇଁ ମହିଳାମାନେ ରାସ୍ତାକୁ…

ଖରାଦିନ ହୋଇନି କିନ୍ତୁ ଏବେଠୁ ପାଣି ପାଇଁ ଡହଳ ବିକଳ ହେଲେଣି କୋଠାର ପଞ୍ଚାୟତ ବାସୀ

ଭଦ୍ରକ : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ନାହିଁ କି ଖରାଦିନ ଆସି ନାହିଁ। କିନ୍ତୁ ଏବେ ଠାରୁ ଆରମ୍ଭ ହେଲାଣି ପାନୀୟ ଜଳ ସଙ୍କଟ। ପଞ୍ଚାୟତର କୌଣସି ନଳ କୂପରୁ ପାଣି ବାହାରୁ ନାହିଁ। ଫଳରେ ଲୋକ ମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମୁଖୀନ ହେଉଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା…

ସ୍ୱପ୍ନ ପାଲଟିଛି ପାନୀୟ ଜଳ, ପାଣି ପାଇଁ ଆଜି ବି ଝରଣା ଉପରେ ନିର୍ଭର କରନ୍ତି କାପସିପୁଟ ଗାଁ ଲୋକେ

ସରକାରୀ ଅଧିକାରୀମାନେ କିଭଳିି ତତ୍ପର ତାହା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ କାପସିପୁଟ ଗାଁକୁ ଗଲେ ଜାଣି ପାରିବେ। ଏଠାରେ ପାନୀୟ ଜଳ ପ୍ରକଳ୍ପ କାମ ଦୁଇ ବର୍ଷ ହେଲା ଶେଷ ହେଲାଣି ହେଲେ ଲୋକେ କିନ୍ତୁ ପିଇବା ପାଣି ପାଉ ନାହାନ୍ତି। କାରଣ ବିଦ୍ୟୁତ ସଂଯୋଗ ନାହିଁ। ଏଣୁ ବାଧ୍ୟ…

ଦୁଇବର୍ଷ ହେବ ଏଠାରୁ ଆପେ ଆପେ ବାହାରୁଛି ପାଣି, ଗ୍ରାମବାସୀ ଭାବୁଛନ୍ତି ଭଗବାନଙ୍କ କୃପା

କି ଦିନ କି ରାତି ଅନବରତ ବହୁଛି ପାଣି । ନା ଏହା ସପ୍ଲାଇ ପାଣି ନା ପାନୀୟ ଜଳ ଯୋଗାଣ ପକ୍ଷରୁ ଏହାକୁ ଯୋଗାଇ ଦିଆଯାଉଛି । ସାଧରଣତଃ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାଣି ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଥାଏ, କିନ୍ତୁ ଏହାପାଇଁ ନା ଅଛି କିଛି ସମୟ ନା କୌଣସି ଦିନ । ଦିର୍ଘ ୨…

ଅଭିଶପ୍ତ ଗାଁ କାକଡାଘୁଟୁ, ସ୍ୱାଧୀନତାର ୭୩ ବର୍ଷ ପରେ ବି ଏଠାରେ ପଡିନି ବିକାଶର ପାଦଚିହ୍ନ

ରାଇରଙ୍ଗପୁର(କେନ୍ୟୁଜ୍) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ବଣପାହାଡ଼ ତଳେ ବିତୁଛି ଅଭିଶପ୍ତ ଜୀବନ। ମୌଳିକ ସୁବିଧା ପାଇଁ ଅନାଇ ବସିଛନ୍ତି ଏଠାକାର ଗ୍ରାମବାସୀ । ପିଇବା ପାଣି ,ବିଜୁଳି ଓ ରାସ୍ତା ପାଲଟିଛି ସାତସପନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ…

ରାଜଧାନୀ ଉପକଣ୍ଠ ହଳଦୀ ପଡିଆ ବସ୍ତିରେ ବୁନ୍ଦେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ, ଡହ ଡହ ଖରାରେ ଠିଆ ହେଉଛନ୍ତି…

ଭୁବନେଶ୍ବର: ବର୍ତ୍ତମାନ ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ବିଭିନ୍ନ ବର୍ଗର ଲୋକେ ଏହି ଭାଇରସରେ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସାରା ରାଜ୍ଯରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଦେଖିବାକୁ ମିଳିଛି । ପାରଦ ବଢିବା…

ଯାଜପୁର ବନ୍ଦାଳୋ ପଞ୍ଚାୟତ ଓଲରସାହିରେ ପାନୀୟ ଜଳ ସମସ୍ୟା, ଦୌଡ଼ି ଦୌଡ଼ି ନିରାଶ ଗ୍ରାମବାସୀ

ଯାଜପୁର: ପାନୀୟ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ବସୁଧା ଯୋଜନାରେ ପାଣି ଟାଙ୍କି ଅଛି, ହେଲେ ସେଥିରେ ପାଣି ନାହିଁ। ନଳକୂପ ଅଛି ହେଲେ ସେ ବି ଅଚଳ। ଏପଟେ ଜୀବନ ବଞ୍ଚାଇବାକୁ ଜୋର ପାଣି ହିଁ କେବଳ ଭରସା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ…

ଏମିତି ଏକ ଗାଁ, ଯେଁଉଠି ପୁରୁଷମାନେ କେବଳ ପାଣି ପାଇଁ କରୁଛନ୍ତି ଏକାଧିକ ବିବାହ

ମହାରାଷ୍ଟ୍ରର ଏକ ଗ୍ରାମରେ ପାଣି ପାଇଁ ପୁରୁଷମାନେ ଅନେକ ବିବାହ କରନ୍ତି। ଏହି ଗାଁ ମୁମ୍ବାଇର ୧୫୦ କିଲୋମିଟର ଦୂର। ମୁମ୍ବାଇ ଠାରୁ ଏହା ବହୁତ କମ୍ ଦୂରତାରେ ହୋଇଥିଲେ ମଧ୍ୟ ଏଠାରେ ଜଳ ସଂକଟ ଦେଖାଯାଉଛି। ଏହି ଜଳ ସଂକଟ ପାଇଁ ଗ୍ରାମର ପୁରୁଷମାନେ ଏକରୁ ଅଧିକ ବିବାହ କରୁଛନ୍ତି। ଗ୍ରାମର…

ନୂଆପଡା ଜିଲ୍ଲାରେ ଲାଗି ରହିଛି ପାନୀୟ ଜଳର ଉତ୍କଟ ସମସ୍ୟା

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ତୁକୁଲା ଗାଁରେ ଏବେ ଗୁଳୁଗୁଳି ସହ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଛି । ପିଇବା ପାଇଁ ବିଶୂଦ୍ଧ ପାଣି ମିଳୁ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗାଁକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପ୍ରଶାସନ ତରଫରୁ ୩୫ ଲକ୍ଷ…

ସୁନ୍ଦରଗଡ଼ରେ ଉତ୍କଟ ଜଳସମସ୍ୟା, ବର୍ଷା ଅଭାବରୁ ମରୁଭୂମି ପାଲଟିଛି ଇବ୍‌ ନଦୀ

ସୁନ୍ଦରଗଡ଼ର(କେନ୍ୟୁଜ୍): ଖରା ସରି ବର୍ଷା ଦିନ ଆସିଲାଣି । ହେଲେ ଏବେ ବି ମୁନ୍ଦାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ସୁନ୍ଦରଗଡ଼ର ଲୋକେ । ସୁନ୍ଦରଗଡ଼ର ଜୀବନ ରେଖା କୁହାଯାଉଥିବା ଇବ୍‌ ନଦୀ ଏବେ ବର୍ଷା ଅଭାବରୁ ଶୁଖିଲା ପଡ଼ିଛି । ଫଳରେ ସହରର ୧୯ଟି ୱାର୍ଡରେ ବସବାସ କରୁଥିବା ୫୪ ହଜାରରୁ…