Below header
Browsing Tag

WEATHER UPDATE

କାଲି ମାସର ଦ୍ୱିତୀୟ ଶନିବାର, ଛୁଟିରେ ପ୍ରତିବନ୍ଧକ ସାଜିବନି ତ ପାଣିପାଗ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ଠାରୁ ପାଗରେ ପରିବର୍ତ୍ତନ ଘଟିଛି । ମେଘୁଆ ପାଗ ସାଙ୍ଗକୁ ସକାଳେ ଘନ କୁହୁଡ଼ି ସାରା ଅଞ୍ଚଳକୁ ଘେରି ଯାଉଛି । ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ପାଣିପାଗ । ଆଗାମୀ କାଲି ମଧ୍ୟ ଏଭଳି ପାଗ ଦେଖିବାକୁ ମିଳି ପାରେ । କୋରାପୁଟ, ମାଲକାନଗିରି, ଗଜପତି ଆଦି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆହୁରି ୨୪ ଘଣ୍ଟାଯାଏ ବର୍ଷା ସମ୍ଭାବନା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀୟ ଭୁବନେଶ୍ୱର ସମେତ, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ ଆଦି ଉପକୂଳ ଜିଲ୍ଲାରେ ବର୍ଷା ରେକର୍ଡ଼ କରାଯାଇଛି । ଆସନ୍ତା ୩୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ…

ରାଜ୍ୟର କିଛି ସ୍ଥାନରେ କୁଆପଥର ବର୍ଷା, ୨୬ ଯାଏ ଏମିତି ବର୍ଷିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରବଳ ଖରା ଓ ଗରମ ପରେ ଆଜି ପାଗ ଟିକିଏ ଶାନ୍ତ ପଡ଼ିଛି । ରାଜ୍ୟର ଭଦ୍ରକ ସମେତ କିଛି ଜିଲ୍ଲାରେ କୁଆପଥର ବର୍ଷା ହେବା ଫଳରେ ତାପମାତ୍ରା କମିଛି । ଗତକାଲି ଭୁବନେଶ୍ୱରର ତାପମାତ୍ରା ଦେଶରେ ସର୍ବାଧିକ ରହିଛି ୩୯ ଡିଗ୍ରୀ ସେଲସିୟସ୍‌ ଡେଇଁଥିଲା । ତା ପୂର୍ବ ଦିନ…

ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାଗରେ ଅଚାନକ ପରିବର୍ତ୍ତନ । ପୂର୍ବାନୁମାନ ଅନୁଯାୟୀ କୁହୁଡ଼ି ଆଣିଛି ବର୍ଷା । ରାଜ୍ୟର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଆଜି ମେଘୁଆ ପାଗ ରହିଛି । ମାଘର ଶୀତ ସାଙ୍ଗକୁ କୋହଲା ପାଗ ଓ ପବନ ଛୁଟି ଦିନରେ ଜନଜୀବନକୁ ପ୍ରଭାବିତ କରିଛି । ବିଦର୍ଭ ଏବଂ ଛତିଶଗଡ଼…