ଏଠି କ୍ଷୀର ବିକିବା ‘ପାପ’, କେହି ବି ପଡ଼ିପାରନ୍ତି ମୃତ୍ୟୁ ମୁଖରେ
ମନୁଷ୍ୟ ଶରୀର ପାଇଁ ବହୁତ ହିତକାରୀ ହୋଇଥାଏ କ୍ଷୀର। ଏହା ପ୍ରୋଟିନ୍, ଶର୍କରା ଭଳି ଅନେକ ପୋଷକ ତତ୍ତ୍ୱରେ ଭରପୂର ଥାଏ। ମଣିଷର ଦୈନନ୍ଦିନ ଜୀବନରେ କ୍ଷୀରର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ଖାଦ୍ୟଠାରୁ ଆରମ୍ଭ କରି ପୂଜାର୍ଚ୍ଚନା ଯାଏ ସବୁଠି ଏହା ବ୍ୟବହାର କରାଯାଇଥାଏ। ହେଲେ ଆଜି ଆମେ ଆପଣଙ୍କୁ…