ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର, ନୂଆ ପଲିସିକୁ କେନ୍ଦ୍ରର ରୋକ୍
ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ହ୍ୱାଟ୍ସଆପର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ହ୍ୱାଟ୍ସ ଆପ୍ର ସିଇଓଙ୍କୁ ଚିଠି ଲେଖିଛନ୍ତି । ପ୍ରାଇଭେସୀ ପଲିସି ଲାଗୁ ନକରିବା ପାଇଁ କେନ୍ଦ୍ର ସରକାର…