Browsing Tag

wild bear attack

ନୂଆପଡ଼ା ଘାଟିପଡ଼ା ସଂରକ୍ଷିତ ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ: ଆକ୍ରମଣରେ ୩ମୃତ, ୨ଗୁରୁତର

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ବନବିଭାଗ ରେଞ୍ଜ ଅନ୍ତର୍ଗତ ଘାଟିପଡ଼ା ସଂରକ୍ଷିତ ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ । ଭାଲୁ ଆକ୍ରମଣରେ ସମରଶିଙ୍ଗ ଗାଁର ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ଅଘଟଣ: ଭାଲୁ ଆକ୍ରମଣରେ ୨ ଗୁରୁତର

କରଞ୍ଜିଆ(କେନ୍ୟୁଜ୍‌): ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଅଘଟଣ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅନ୍ତର୍ଗତ ତାମଳବନ୍ଧା କୋର ବିଟ୍‌ରେ ବାଘ ଗଣନା କରୁଥିବା ବେଳେ ଭାଲୁ…

କେନ୍ଦୁଝର ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଆଜି ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ…

ଭାଲୁ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ଗୁରୁତର, ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡା(କେନ୍ୟୁଜ୍):  ଭାଲୁ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ନୂଆପଡା ବ୍ଲକ ଧରମବନ୍ଧା ଥାନା କୋଦୋପାଳି ଗାଁର କେନ୍ଦୁ ପତ୍ର ତୋଳାଳୀ ଯୁଗଳ ଶବରଙ୍କୁ ଭାଲୁ ଆକ୍ରମଣ କରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

କେନ୍ଦୁଝର ପୁରୁଣାବାନ୍ଧଗୋଡା ଗାଁରେ ଭାଲୁ ଆତଙ୍କ: ଲୋକେ ଭୟଭୀତ, ବନବିଭାଗର ରାତ୍ରୀ ପାଟ୍ରୋଲିଂ ଜାରି

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣାବାନ୍ଧଗୋଡା ଗ୍ରାମରେ ଆଜି ଦିନ ଦ୍ବିପହରରେ ଏକ ହିଂସ୍ର ଭାଲୁ ପଶି  ଏଣେ ତେଣେ ବୁଲୁଥିବାର ଲୋକ ଦେଖି ଥିଲେ । ଭୟରେ ଗାଁରେ ତାଟି କବାଟ ପଡିଯାଇଥିଲା। ବନ ବିଭାଗ କର୍ମଚାରୀ  …