Below header
Browsing Tag

wine shop

କେନ୍ଦୁଝର: ବାଂଶପାଳ ସାପ୍ତାହିକ ହାଟରେ ମଦ ବିରୋଧ ଜୋରଦାର,ଠେଙ୍ଗାରେ ପିଟି ମଦ ଦୋକାନକୁ ମାଟିରେ ମିଶାଇଲେ ମହିଳା

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଥିବା ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ଶତାଧିକ ମହିଳା। ଦୋକାନରେ ଥିବା ୩୦ ଲକ୍ଷଟଙ୍କାରୁ ଉର୍ଦ୍ଧ୍ବ  ମଦକୁ ବୋହି ନେଇ ଏକ ପଡ଼ିଆରେ ନଷ୍ଟ କରିଦେଇଛନ୍ତି ମହିଳାମାନେ।  ପୋଲିସ ପହଞ୍ଚି ବୁଝାସୁଝା କରିଥିଲା କିନ୍ତୁ…

ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ମିଳିଲା ଅନୁମତି, ଅବକାରୀ ବିଭାଗ ଜାରି କଲା ନିର୍ଦ୍ଦେଶନାମା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ମିଳିଲା ଅନୁମତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏଣିକି ଲାଇସେନ୍ସପ୍ରାପ୍ତ ରେଷ୍ଟୁରାଣ୍ଟ, ହୋଟେଲ୍‌, ବିୟର ପାର୍ଲର ଓ କ୍ଲବରେ ବସି ଲୋକ ମଦ ପିଇ ପାରିବେ । କଣ୍ଟେନମେଣ୍ଟ ଜୋନ ବାହାରେ ଅନ୍‌ ସପ୍‌…

ଲକଡାଉନ ୩: ଖୋଲିଲା ମଦ ଦୋକାନ, ପାହାନ୍ତିଆରୁ ଲାଇନ କରିଛନ୍ତି ଲୋକେ; ଦେଖନ୍ତୁ ଫୁଟେଜ

ଆଜିଠୁ ସାରା ଦେଶରେ ଲକଡାଉନ ୩ ଆରମ୍ଭ ହୋଇଛି। କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣିଥରେ ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ପୁଣିଥରେ ଦୁଇ ସପ୍ତାହ ପାଇଁ ଲକଡାଉନ ଲାଗୁହେବ। ତେବେ ଚଳିତ ଲକଡାଉନରେ କେତେକ ଜିନିଷ ଉପରେ ସରକାର ଛାଡ଼ କରିଛନ୍ତି।…

ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର, ୩ଟି ସହରରେ ଅଧ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ ଓ ବାର୍‌

କେନ୍ୟୁଜ୍(ବ୍ୟୁରୋ): ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର । ଅଧ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ ଓ ବାର୍‌ । ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ମଦ ଦୋକାନ ଗୁଡ଼ିକ ବିଳିମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ…