Browsing Tag

winter in kandhamal

କନ୍ଧମାଳରେ ଘନ କୁହୁଡି ସହ ଶୀତର ପ୍ରଭାବ: ଆଜି ସକାଳୁ ୧୦ ରୁ ୧୫ ଡିଗ୍ରୀ ରହିଛି ତାପମାତ୍ରା

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳକୁ ପୁଣି ଫେରିଲା ଶୀତ । ଘନ କୁହୁଡି ସହ ଶୀତର ପ୍ରଭାବ । ବାତ୍ୟା ଜଓ୍ଵାଦ ଗଲା ପରେ ଜିଲ୍ଲାର ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡା, କୋଟଗଡ଼ ଆଦି ଅଞ୍ଚଳରେ ପୁଣି ଶୀତ ଆରମ୍ଭ ହୋଇଛି । ଆଜି ସକାଳୁ ତାପମାତ୍ରା ୧୦ ରୁ ୧୫ ଡିଗ୍ରୀ ରହିଛି । ଘନ କୁହୁଡି ଯୋଗୁଁ…

କନ୍ଧମାଳରେ ଶୀତର ଲହରୀ, ଥଣ୍ଡା ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳରେ ଶୀତର ଲହରୀ । ଶୀତ ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ସ୍ଥାନୀୟ ଲୋକେ । ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସହର । ଘନ କୁହୁଡି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଚଳିତ ବର୍ଷ ଫୁଲବାଣୀରେ…

ବଣପାହାଡ଼ ଘେରା କନ୍ଧମାଳରେ ଶୀତର ପହିଲି ଛୁଆଁ, କୁହୁଡ଼ିର ଚାଦର ଭିତରେ ଢାଙ୍କି ହୋଇ ରହୁଛି ସାରା ଜିଲ୍ଲା

କନ୍ଧମାଳ: କନ୍ଧମାଳରେ ଶୀତର ପହିଲି ପରଶ ଆଣିଛି ଦେଇଛି ରୋମାଞ୍ଚ। ସକାଳର ଘନ କୁହୁଡିରେ ଢେର ବିଳମ୍ବ ଯାଏ ନିଜର ପଶରା ମେଲି ଧରୁଛି। ଥଣ୍ଡା ପାଗରେ କାକର ଭିଜା ପ୍ରକୃତି କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ପର୍ଯ୍ୟଟକଟିଏକୁ ବି ଆନମନା କରୁଛି। ପର୍ଯ୍ୟଟନର ପ୍ରକୃତ ସ୍ଥଳୀ କନ୍ଧମାଳ। ଶୀତର…