ବାଂଶପାଳ : ମହିଳାଙ୍କ ମଦ ବିରୋଧୀ ଅଭିଯାନ, ମଦ ବୋତଲ ଜବତ କଲେ ଓ ଆଦାୟ କଲେ ଜରିମାନା
ବାଂଶପାଳ (କେ ନ୍ୟୁଜ୍) : ମଦ ବିକ୍ରିକୁ ନେଇ ତାତିଲେ ମହିଳା । ମଦ ବୋତଲ ଜବତ କରି ଆଦାୟ କଲେ ଜରିମାନା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକରେ ଦିନକୁ ଦିନ ବଢୁଛି ବେଆଇନ ମଦ ବିକ୍ରି । ହେଲେ ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ…