Browsing Tag

women empowerment

ରୋଡ଼ ରୋମିଓଙ୍କୁ ବଢ଼ିଆ ଶିକ୍ଷା ଦେଲେ ମହିଳା, କମେଣ୍ଟ ମାରିବା ମହଙ୍ଗା ପଡିଲା ଯୁବକଙ୍କୁ

ରୋଡ଼ ରୋମିଓଙ୍କୁ ବଢ଼ିଆ ଶିକ୍ଷା ଦେଲେ ମହିଳା । କମେଣ୍ଟ ମାରିବା ମହଙ୍ଗା ପଡିଲା ଯୁବକଙ୍କୁ । ନିଜ ଜାଲରେ ନିଜେ ଫସିଗଲେ । ନିଜକୁ ଚତୁର ଭାବିଥିଲେ ହେଲେ ମୂଷା ବନିଗଲେ । ହଁ ଆଜ୍ଞା ଏହି ଘଟଣା ବିଷୟରେ ଜାଣିଲେ ଆପଣ ହସି ହସି ଗଡ଼ିଯିବେ । ଆଉ ଆପଣ ମଧ୍ୟ କହିବେ ଯେ କାହାକୁ କମ ବୋଲି ଭାବିବା…

ବିଭିନ୍ନ ଶାଢ଼ୀରେ ବାନ୍ଧ କାମ କରି ରୋଜଗାରକ୍ଷମ ମହିଳା, ହୋଇପାରିଛନ୍ତି ବେଶ ସ୍ୱାବଲମ୍ବୀ

ସୁବର୍ଣ୍ଣପୁର: ଟିକେ ଭଲକରି ଦେଖନ୍ତୁ ଏହି ମହିଳା ଜଣଙ୍କୁ । କିଭଳି ଭାବରେ ସୂକ୍ଷ୍ମ ସୂତାରେ ବାନ୍ଧ କାମ କରୁଛନ୍ତି । ବାନ୍ଧ ବାନ୍ଧିବାପରେ ଶାଢୀର ବିଭିନ୍ନ ଡିଜାଇନ ଏଥିରୁ ବାରି ହୋଇପଡୁଛି । କେବଳ ଜଣେ ନୁହେଁ । ଏଠାରେ ତାଲିମ ନେଉଥିବା ଅନେକ ମହିଳା ରେଶମ ହସ୍ତ ବାନ୍ଧ କଳା, ବାନ୍ଧ କାମ,…

ଝୋଟ ବ୍ୟାଗ ତିଆରି କରି ବେଶ ଚର୍ଚ୍ଚା ସାଉଁଟୁଛନ୍ତି ମାନସୀ, ଅନ୍ୟଙ୍କୁ ଯୋଗାଉଛନ୍ତି ରୋଜଗାରର ପନ୍ଥା

ଗୋପ: ନାରୀ ଦୁର୍ବଳା ନୁହେଁ ସବଳା । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସୁବର୍ଣ୍ଣପୁରର ମାନସୀ ପୃଷ୍ଟି । ଚାକିରୀ ଛାଡି ସିଲେଇ ମେସିନ ଦ୍ୱାରା ନିଜେ ରୋଜଗାର କରି ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଇପାରିଛନ୍ତି ମାନସୀ । ୨୦୧୩ ମସିହା ଗୋପ ସୁବର୍ଣ୍ଣପୁରଠାରେ…

ଖଲି ଓ ଦନା ତିଆରି କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି ମହିଳା, ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ । ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ । ଅନ୍ୟ ମହିଳାମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପାଇଁ ସାହାରା ହୋଇପାରିଛନ୍ତି । ନିଜର ଉଦ୍ୟମ ବଳରେ ଆଜି ଅନ୍ୟ…

ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌, କହିଲେ – ‘ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ…

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍‌ କରିଛନ୍ତି ।…

ଆଦିବାସୀ ମହିଳା ଗାୟତ୍ରୀ….ଦିନ ମଜୁରିଆରୁ ସଫଳ ଚାଷୀ : ଏକ ପ୍ରେରଣାଦାୟୀ ବାସ୍ତବ କାହାଣୀ

() ୬୧୦ଟି ଆପୁଲ୍‌ ବେରି ଗଛ, ୮୪୦ଟି କାଜୁ ଗଛ। କାଜୁ ଗଛର ବୟସ ଦୁଇବର୍ଷ । ଆଉ ବର୍ଷେ ଲାଗିବ ଫଳ ଧରିବାକୁ। ସେମିତି ଆପୁଲ୍‌ ବେରି ବି ଛ ମାସର। ବର୍ଷକର ହେଲେ ଯାଇ ଫଳ ଫଳିବ। ତେଣୁ ଏଯାଏ ଗୋଟିଏ ବି ଟଙ୍କା ରୋଜଗାର ହେଇନି। ହେଲେ ଆଶା ଏତକ, ଗଛରେ ଫଳ ଫଳିଲେ ଆମ ଅବସ୍ଥା ଟିକିଏ ସୁଧୁରିବ।’…

ବାଲ୍ୟବିବାହ କୁ ନା: ନିଜେ ବାଲ୍ୟ ବିବାହର ଶିକାର ହୋଇଥାନ୍ତେ, ତେଣୁ ଏବେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ଗୁଣୁପୁର(କେନ୍ୟୁଜ): ସେ ଝିଅ ନୁହେଁ ସାହାସିକତା ଓ ସଚେତନତାର ଜୀବନ୍ତ ପ୍ରତିମା ଟିଏ । ବାଲ୍ୟ ବିବାହ ପରି ଏକ ସାମାଜିକ କଳଙ୍କର ମୁଳୋତ୍ପାଟନ କରିବା ପାଇଁ ସେ ସଂକଳ୍ପ ବଦ୍ଧ ଏବଂ ଶତ ଚେଷ୍ଟିତ । ଦିନେ ନିଜ ପରିବାର ଝିଅ ଟିକୁ ୧୪ ବର୍ଷ ବୟସରେ ବିବାହ କରିବାକୁ ଆଗଭର ହେଇ ଉଠିଥିଲେ କିନ୍ତୁ…

କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା

ଆଜିକାଲି ଗ୍ରାମାଞ୍ଚଳର ମହିଳା ମାନେ ଘରେ ନ ବସି ଗ୍ରୁପ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମହିଳା ମାନେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ…

ମହିଳା ଦେଶ ଚଳାଇଲେ ସମସ୍ୟା ରହିବନାହିଁ, ନାରୀ ସଶକ୍ତିକରଣରେ ବାଧକ ସାଜୁଛନ୍ତି ବୟସ୍କ: ଆମେରିକା ପୂର୍ବ ରାଷ୍ଟ୍ରପତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମହିଳା ସଶକ୍ତିକରଣକୁ ନେଇ ବଡ଼ ବୟାନ୍‌ ଦେଇଛନ୍ତି। ଓବାମା କହିଛନ୍ତି ଯଦି ଦୁନିଆକୁ ମହିଳାମାନେ ଚଳାଇବେ ତେବେ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଘଟିବ ଓ ଦେଶରେ ପରିବର୍ତ୍ତନ ଦେଖାଦେବ। ସିଙ୍ଗାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…