Browsing Tag

women’s hunger strike

ସ୍ବାମୀଙ୍କୁ ନ୍ୟାୟ ଦେବା ଦାବିରେ ଚାନ୍ଦବାଲି ତହସିଲ ଅଫିସ୍ ଆଗରେ ମହିଳାଙ୍କ ଅନଶନ

ଚାନ୍ଦବାଲି: ଜମିଜମା ବାବଦକୁ କେନ୍ଦ୍ର କରି ଚଳିତ ମାସ ୪ ତାରିଖରେ ଚାନ୍ଦବାଲି ସହରର ଦିଲିପ ସାହୁ ନାମକ ଜଣେ ବ୍ୟକ୍ତିକୁ ତାର ପ୍ରତିପକ୍ଷ ବଜାର ଉପର ମାଡ ମାରିବା ସହ ଅଧାମରା କରି ଛାଡି ପଳାଇଥିଲେ । ଏହି ଘଟଣାରେ ଉଭୟ ତରଫରୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ୨ଟି ମାମଲା…