Below header
Browsing Tag

wood mafia

କାଠ ମାଫିଆର ଘରେ ରେଡ୍ , ଚଢ଼ାଉ ବେଳେ ବିପୁଳ ପରିମାଣର ଆସବାପତ୍ର ଜବତ

କଣ୍ଟାବାଞ୍ଜି (କେନ୍ୟୁଜ): କାଠ ମାଫିଆର ଘରେ ରେଡ୍। କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୂବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡା ଘରେ ଚଢାଉ। ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ାଉ କରିଛି।  ରେଡ୍ ବେଳେ ବିପୁଳ ପରିମାଣର କାଠ, ତିଆରି ହେଉଥିବା ଆସବାପତ୍ର ଜବତ ହୋଇଛି। ମୋହନ ଟାଙ୍ଗକୁ ବନ…

ପାଟ୍ରୋଲିଂ ବେଳେ ୭ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ କାଠ ମାଫିଆ

କରଞ୍ଜିଆ(କେନ୍ୟୁଜ): କାଠ ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଆହତ ହେଲେ ୭ ବନକର୍ମଚାରୀ। ଭାଙ୍ଗିଲା ପାଟ୍ରୋଲିଂ ଗାଡି ଓ ବାଇକ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ବନକର୍ମଚାରୀ । ନଅଣା ବନ୍ୟପ୍ରାଣୀ ରେଞ୍ଜ ସରାମସାହି…

ଗଜପତି: ମୋହନାରେ ମାତିଛନ୍ତି କାଠ ମାଫିଆ, ବନବିଭାଗ ଚଢ଼ାଉରେ ଖସି ପଳାଇଲା ଆସାମର କାଠ କଟାଳି

ମୋହନା(କେନ୍ୟୁଜ୍): ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ନାନା ପଦକ୍ଷେପ ନେଉଛନ୍ତି l କିନ୍ତୁ ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛ କଟାଯାଇ ଜ଼ିଲ୍ଲା ତଥା ରାଜ୍ୟ…